ୟୁପିଏସ୍ସି ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁପିଏସ୍ସି ପ୍ରିଲିମିନାରୀ ପରୀକ୍ଷା । ଆସନ୍ତା ମେ’ ୩୧ ତାରିଖରେ ହେବାକୁ ଥିବା ୟୁପିଏସ୍ସି ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ଜନସେବା ଆୟୋଗ ନିଷ୍ପତ୍ତି ନେଇଛି ।
ସୂଚନା ଅନୁସାରେ, ଆସନ୍ତା ୨୦ତାରିଖ ସୁଦ୍ଧା…