Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ଦଙ୍ଗଲ୍ କୁସ୍ତିଯୋଦ୍ଧା ବବିତା ଫୋଗଟ୍

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଲେବ୍ରିଟି ରେସଲର୍ ବବିତା ଫୋଗଟ୍ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ବାପା ମହାବୀର ଫୋଗଟ୍ ମଧ୍ୟ ତାଙ୍କ ସହିତ ସୋମବାର ଦିନ ଏହି ଜାତୀୟ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ବବିତାଙ୍କ ଜୀବନୀକୁ ନେଇ…

ନନ୍ଦନକାନନରେ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ସବୁଠୁ ବୟସ୍କା ବାଘୁଣୀ ପ୍ରିୟଙ୍କାର ସୋମବାର ଦିନ ମୃତ୍ୟୁ ଘଟିଛି । ସେ ଗତ କିଛିଦିନ ଧରି ଅସୁସ୍ଥ ରହିଥିବା ଯୋଗୁଁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅଧିନରେ ଚିକିତ୍ସିତ ହେଉଥିଲା । ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଏହି ୧୯ ବର୍ଷ ୫ ମାସ ବୟସ୍କ…

ଅଧା ଆକାଶର ଈଶ୍ୱରୀ

ଅଧା ଆକାଶର ଈଶ୍ୱରୀ ପ୍ରଜ୍ଞାଶ୍ରୀ ରଥ ମୋର ଇଚ୍ଛା ଇଚ୍ଛାମୟ! ମୁଁ ତୁମକୁ ଗଢ଼ନ୍ତି ନିଜ ଇଚ୍ଛାମତେ... ଦିଅନ୍ତି ତୁମକୁ ପାହୁନଥିବା ରାତିର ଅନ୍ଧାରରଙ୍ଗ ଫିକା ଆକାଶର ନୀଳକପାଳ ଲିଭାଇ ଦିଅନ୍ତି ମୋ ଭାଗ୍ୟରେଖା ଖାସ୍‍ ତମ ପାଇଁ ଆଙ୍କିବାକୁ ଦିଗ୍‍ବଳୟର ଭ୍ରୂଲତା... ସବୁ…

ବିରାଟଙ୍କ ଧୁଆଁଧାର ଶତକ ଓ ଭୁବନେଶ୍ୱରଙ୍କ ଘାତକ ବୋଲିଂ: ୫୯ ରନରେ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ୨ୟ ଦିନିକିଆରେ ଇଣ୍ଡିଜ୍ ଦଳକୁ ଡ଼କୱର୍ଥ ଲୁଇସ୍ ପଦ୍ଧତିରେ ୫୯ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । କପ୍ତାନ ବିରାଟ କୋହଲୀଙ୍କ ଉପଯୋଗୀ ଶତକ ଏବଂ ଫାଷ୍ଟ ବୋଲର୍ ଭୁବନେଶ୍ୱର କୁମାରଙ୍କ କଞ୍ଜୁସୀ ଘାତକ ବୋଲିଂ…

ଆପଣଙ୍କ ଶୋଇବା ଘର ବି ହୋଇପାରେ ବାସ୍ତୁଦୋଷର କାରଣ !

ଭୁବନେଶ୍ବର: ବେଡ଼ରୁମ୍ ବା ଶୋଇବା ଘର ହେଉଛି ପ୍ରତ୍ୟେକ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମଧ୍ୟ ଦେଇ ସବୁବେଳେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ । ଯଦି ଶୋଇବା ଘରର ଆସବାବପତ୍ର ସଠିକ ଜାଗାରେ ରଖାନଯାଏ ତାହା ବୈବାହିକ ତଥା ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ପାଲଟିଯାଏ ।…

ସୁରମଣି ପଣ୍ଡିତଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ନମାମି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୦୮-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୨ ରିଖ ସୋମବାର କର୍କଟ ୨୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଘରେ ରଖନ୍ତୁ ତିନି ଗୋଡ଼ିଆ ବେଙ୍ଗ, ମିଳିବ ସୁଖ, ଶାନ୍ତି ଓ ସମୃଦ୍ଧି

ବାସ୍ତୁଶାସ୍ତ୍ରକୁ ଭାରତରେ ଅନେକ ଲୋକ ବିଶ୍ୱାସ କରିଥାନ୍ତି। ବାସ୍ତୁ ଅନୁସାରେ ଘର ସଜାଇବା ଦ୍ୱାରା ଘରେ ସକାରାତ୍ମର ଶକ୍ତି ଉତ୍ପନ୍ନ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ, ବାସ୍ତୁ ଶାସ୍ତ୍ରର ବ୍ୟବହାର ପ୍ରାଚୀନ କାଳରୁ କରାଯାଇ ଆସୁଛି। ବାସ୍ତୁ ଅନୁଯାୟୀ…

କାଜୁ କୋରମା

ଘରେ ପ୍ରସ୍ତୁତ କରନ୍ତୁ କାଜୁ କୋରମା । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ: କାଜୁ – ୫୦ ଗ୍ରାମ, କାଜୁ – ୧୦,୧୨ଟି ମସଲାରେ ପେଶିବା ପାଇଁ, କ୍ରୀମ-୧୦୦ ଗ୍ରାମ, ଟମାଟୋ- ୪ (୨୫୦) ଗ୍ରାମ, ଅଦା – ୧ ଇଞ୍ଚ, କଞ୍ଜା ଲଙ୍କା – ୧, ଗରମ ମସଲା- ୧/୪ ଛୋଟ…

ଝାରସୁଗୁଡା ଅଭିମୁଖୀ ବିମାନର ଭୁବନେଶ୍ୱରରେ ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ରବିବାର ସକାଳେ ଝାରସୁଗୁଡା ଅଭିମୁଖେ ବାହାରିଥିବା ବିମାନ ଖରାପ ପାଣିପାଗ ଯୋଗୁଁ ପୁଣି ଭୁବନେଶ୍ୱରକୁ ଫେରି ଆସିଛି । ବିମାନଟି ସକାଳ ୯ଟା ୫ ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦିନ ୧୦ ଟା…