Latest Odisha News

BREAKING NEWS

ଝାରସୁଗୁଡା ଅଭିମୁଖୀ ବିମାନର ଭୁବନେଶ୍ୱରରେ ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ରବିବାର ସକାଳେ ଝାରସୁଗୁଡା ଅଭିମୁଖେ ବାହାରିଥିବା ବିମାନ ଖରାପ ପାଣିପାଗ ଯୋଗୁଁ ପୁଣି ଭୁବନେଶ୍ୱରକୁ ଫେରି ଆସିଛି ।

ବିମାନଟି ସକାଳ ୯ଟା ୫ ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦିନ ୧୦ ଟା ୧୦ ରେ ପହଞ୍ଚିବାର ଥିଲା । ଆକାଶରେ ବାଦଲ ଢାଙ୍କି ହୋଇ, ପଥ ପରିଷ୍କାର ଦେଖା ଯାଉନଥିବାରୁ ଏହାକୁ ଭୁବନେଶ୍ୱରରେ ଅବତରଣ କରାଯାଇଥିଲା ।

Leave A Reply

Your email address will not be published.