Khamenei Killing a Terrorist Act: ଖାମେନେଇଙ୍କ ମୃତ୍ୟୁ ନେଇ କ୍ରୋଧିତ ଭାରତୀୟ ସିଆ ଧର୍ମଗୁରୁ, ଆମେରିକାର…
ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁରେ ଭାରତୀୟ ସିଆ ଧାର୍ମିକ ନେତାମାନେ କ୍ରୋଧିତ। ସେମାନେ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସିଆ ଧର୍ମଗୁରୁ ମୌଲାନା ସୟଦ କଲବେ ଜୱାଦ କହିଛନ୍ତି ଯେ ଆମ ଧର୍ମରେ ସହିଦତା ସର୍ବୋଚ୍ଚ ସ୍ଥାନ ଅଧିକାର କରେ।…