ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା, ସୁଚାରୁ ରୂପେ ତୁଲାଇବା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ
ଭୁବନେଶ୍ଵର: ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫେବୃଆରୀ ୧୮ ରେ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ଓପନ ସ୍କୁଲ୍ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ସହିତ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫେବୃଆରୀ ୧୯ ରେ ଆରମ୍ଭ ହେବ।
ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାଗୁଡ଼ିକ କିପରି ଶୃଙ୍ଖଳିତ ଭାବେ…