Latest Odisha News

BREAKING NEWS

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର : ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଯେତେବେଳେକି ସାରା ରାଜ୍ୟରେ ଶୁକ୍ରବାର ଦିନ ହୋଲି ପର୍ବ ପାଳନ କରାଯିବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ…

ଦୋଳ ପୂର୍ଣ୍ଣିମା: ଆନନ୍ଦ ଉଲ୍ଲାସର ପର୍ବ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ‘ଦୋଳ ପୂର୍ଣ୍ଣିମା’ । ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଏହା ପର୍ବ ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ । ଦୋଳ ଯାତ୍ରା – ଦୋଳ ଯାତ୍ରାରେ ଭଗବାନ…

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ,ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର : ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଆଜିଠାରୁ ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ ଉନ୍ନୀତ କରାଯାଇ ଚଳାଚଳ ଆରମ୍ଭ କରାଯାଇଅଛି ଓ ଏହି ଟ୍ରେନ ଟି ଦୁଇଟି ଏସି ଚେୟାର କର, ସାତଗୋଟି ଦ୍ଵିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ ବଗି, ପାଞ୍ଚଗୋଟି ଦ୍ଵିତୀୟ ଶ୍ରେଣୀ…

ଆରପାରିରେ ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା

ଭୁବନେଶ୍ୱର : ବିଜେପି ନେତା ଦାମୋଦର ରାଉତଙ୍କ ଧର୍ମପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସକାଳେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ସ୍ନେହଲତା ଦୀର୍ଘ ୬ମାସ ହେବ ଅସୁସ୍ଥ ହୋଇ…

ଜେଲ୍ ଗଲେ ନୀରବ ମୋଦୀ, ଲଣ୍ଡନ କୋର୍ଟରେ ଜାମିନ ଆବେଦନ ଖାରଜ

ଲଣ୍ଡନ: ଭାରତୀୟ ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଲଣ୍ଡନର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ । ତାଙ୍କୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖାଯିବ ବୋଲି ଗଣମାଧ୍ୟମ…

ସାଧାରଣ ନିର୍ବାଚନ ୨୦୧୯: ସାମାଜିକ ଗଣମାଧ୍ୟମ ମଞ୍ଚର ନିର୍ବାଚନ ଆୟୋଗଙ୍କୁ ସ୍ୱେଚ୍ଛାକୃତ ଆଚାର ସଂହିତା ପ୍ରଦାନ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ମଞ୍ଚ ଏବଂ ଭାରତୀୟ ଇଂଟରନେଟ ଓ ମୋବାଇଲ ସଂଘ (ଆଇଏଏମଏଆଇ) ଆଜି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଓ ନିର୍ବାଚନ ଆୟୁକ୍ତ  ଅଶୋକ ଲାଭାସା ଓ  ସୁଶୀଲ ଚନ୍ଦ୍ରାଙ୍କୁ “୨୦୧୯ ସାଧାରଣ ନିର୍ବାଚନ ଲାଗି ସ୍ୱେଚ୍ଛାକୃତ ଆଚାର ସଂହିତା” ପ୍ରଦାନ କରିଛନ୍ତି…

ବିଜେପିରେ ଯୋଗଦେଲେ ଦଶପଲ୍ଲା ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ଓ ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ

ଭୁବନେଶ୍ୱର: ଦଶପଲ୍ଲାର ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଦଶପଲ୍ଲାର ପୂର୍ବତନ ବିଜେଡ଼ି ବିଧାୟକ କାଶୀନାଥ ମଲ୍ଲିକ ବୁଧବାର ଦିନ ବିଜେପିରେ ଯୋଗଦାନ କରିଛନ୍ତି । ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଭୁବନେଶ୍ୱର ଲୋକସଭା ଆସନରେ କଡ଼ା ଟକ୍କର: ଏଥର ଅରୁପ ବନାମ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ରାଜନୈତିକ ପାଣିପାଗରୁ ବେଶ୍ ଜଣାପଡୁଛି ଯେ, ପାଞ୍ଚଥର ବିଜେଡ଼ି ସାଂସଦ ଭାବେ ଭୁବନେଶ୍ୱର ଲୋକସଭା ଆସନରୁ ଜିତିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ମୁଣ୍ଡ ଉପରେ ଏବେ ଡ଼େମୋକ୍ଲିସଙ୍କ ଖଣ୍ଡା ଝୁଲୁଛି । ଲାଗୁଛି, ଏଥର ଦଳ ଚାହୁଁଛି ନୂଆ ମୁହଁ । ଇତିମଧ୍ୟରେ ସୋମବାର ଦିନ…

ପାରଳାଖେମୁଣ୍ଡିର ବିଜେଡି ବିଧାୟକ ନାରାୟଣ ରାଓଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର : ପାରଳାଖେମୁଣ୍ଡିର ବିଜେଡି ବିଧାୟକ କେ. ନାରାୟଣ ରାଓ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିବା ପରେ ବୁଧବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ରାଓଙ୍କୁ ଦଳୀୟ କାର୍ଯ୍ୟାଳୟରେ ବିଜେପି ଅଧ୍ୟକ୍ଷ ବସନ୍ତ ପଣ୍ଡା ଓ…

ଲଣ୍ଡନରେ ଗିରଫ ହେଲେ ନୀରବ ମୋଦି

ନୂଆଦିଲ୍ଲୀ : ଭାରତରେ ୧୩,୫୦୦ କୋଟି ଟଙ୍କା ଠକେଇ କରି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିକୁ ଲଣ୍ଡନରେ ଗିରଫ କରାଯାଇଛି। ଏଥିସହିତ ଖୁବଶୀଘ୍ର ତାଙ୍କୁ ଅଦାଲତରେ ହାଜର କରାଯିବା ନେଇ ଏନଡିଟିଭି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ପ୍ରବର୍ତ୍ତନ…