Latest Odisha News

BREAKING NEWS

ବନ୍ଦ ହେବ ଓଡ଼ିଶାର ଆହୁରି ୧୦ଟି ଦୂରଦର୍ଶନ ରିଲେ କେନ୍ଦ୍ର

ଭଞ୍ଜନଗର: ଦୂରଦର୍ଶନର ଦଶଟି ସ୍ୱଳ୍ପ ଶକ୍ତି ପରିବହନ କେନ୍ଦ୍ର ଛଅ ସପ୍ତାହ ମଧ୍ୟରେ ବନ୍ଦ ହେବ। ଗତ ଫେବୃଆରୀ ୨୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି ଭଞ୍ଜନଗର, ଆନନ୍ଦପୁର, ବ୍ରଜରାଜନଗର, ଦଶରଥପୁର,…

କରୋନା ଭାଇରସକୁ ନେଇ ସମ୍‌ରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାରା ବିଶ୍ୱ ଏବେ କରୋନା ଭାଇରସ୍‌କୁ ନେଇ ଆତଙ୍କିତ । କରୋନା ଭାଇରସ୍ ଆକ୍ରାନ୍ତଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଦିଗରେ ସମସ୍ତେ ସଚେତନ ହେବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…

ପୁରୀ ସହରକୁ ଭିକାରୀ ମୁକ୍ତ କରିବା ପାଇଁ ‘ନୀଳାଦ୍ରି ନିଳୟ’ ଯୋଜନା

ପୁରୀ: ତୀର୍ଥକ୍ଷେତ୍ର ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅତିଶୀଘ୍ର ଏକ ଯୋଜନା ଆରମ୍ଭ କରିବେ । ଯାହାର ନାଁ ହେଉଛି ‘ନୀଳାଦ୍ରି ନିଳୟ ଯୋଜନା’ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗର ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି ।…

ସୁଲତାନ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ

ନୂଆଦିଲ୍ଲୀ: କରୋନା ଭାଇରସ ଆତଙ୍କ ଯୋଗୁ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ ହୋଇଯାଇଛି । ଏହାର ଆୟୋଜକ ମାଲେସିଆ ସୋମବାର ଏହି ଘୋଷଣା କରିଛି । ସେପ୍ଟେମ୍ବରରେ ଏହା ପୁନଃ ଆୟୋଜିତ ହେବ । ସେହିପରି କତାର ମଟୋର ଗ୍ରାଁପ୍ରି ମଧ୍ୟ ରଦ୍ଧ କରାଯାଇଛି । କରୋନା ଭାଇରସ ଆତଙ୍କ ଯୋଗୁ…

ଆର୍ମି (ମେଡିକାଲ୍‌)ର ଲେଫ୍ଟନାଣ୍ଟ ଜେନେରାଲ୍ ହେଲେ ପ୍ରଥମ ଓଡିଆ

ବ୍ରହ୍ମପୁର: ପ୍ରଥମ ଓଡିଆ ଭାବେ ଆର୍ମି (ମେଡିକାଲ୍‌)ର ଲେଫ୍ଟନାଣ୍ଟ ଜେନେରାଲ୍ ଦାୟିତ୍ୱ ନେଇଛନ୍ତି ସଞ୍ଜୟ ଦର୍ଶନ ବେହେରା । ଶ୍ରୀ ବେହେରା ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ରାଧାକୃଷ୍ଣ ସାହିର ମୂଳ ବାସିନ୍ଦା । ସେ ଆର୍ମି(ମେଡିକାଲ୍‌)ର ମେଜର ଜେନେରାଲରୁ ପଦୋନ୍ନତି ପାଇଁ…

ଜାଲ ପ୍ରମାଣପତ୍ର ତିଆରି ଅଭିଯୋଗରେ ଦୁଇ ସ୍କୁଲ ଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ସରକାରୀ ନିଯୁକ୍ତି ପାଇଁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଦୁଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୌରୀ ଶଙ୍କର ଜେନା ଓ ଦୟାନିଧି ପରିଡା । ଆସ୍କା ବ୍ଲକ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ…

ନୟାଗଡ଼ ଅସ୍ତ୍ରଶସ୍ତ୍ର ଲୁଟ୍ ଘଟଣାରେ ସମ୍ପୃକ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ବିଜାପୁର (ଛତିଶଗଡ): ନୟାଗଡ଼ରେ ୨୦୦୮ ମସିହାରେ ହୋଇଥିବା ଚର୍ଚ୍ଚିତ ଅସ୍ତ୍ରଶସ୍ତ୍ର ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଜଣେ ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୂର୍ବରୁ ସୋନୁ ନାମରେ ପରିଚିତ ମାଓବାଦୀ, ଯିଏକି ଶାମୁ ଓରଫ ସୋମୁ ଛଦ୍ମନାମରେ ପରିଚିତ ଥିଲେ ଏସପିଙ୍କ ନିକଟରେ…

ହନୁମାନ ପ୍ରତିମା ସ୍ଥାପିତ ହେଲା: ୨୦ ବର୍ଷ ପରେ ଅନ୍ନ ଗ୍ରହଣ କଲେ ବିଜୟବର୍ଗୀୟ

ଇନେ୍ଦାର: ବିଜେପି ନେତା କୈଳାଶ ବିଜୟବର୍ଗିୀୟ ଦୀର୍ଘ ୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଛନ୍ତି । ୨୦୦୦ରେ ସେ ଇନେ୍ଦାରର ମେୟର ଥିବା ବେଳେ ଏହାର ଉନ୍ନତି ପଛରେ ପିତୃଦୋଷ ରହିଛି ବୋଲି ଜଣେ ମହର୍ଷି କହିଥିଲେ । ସେହି ଦିନ ଠାରୁ ସେ ସଂକଳ୍ପ କରିଥିଲେ ପିତୃ ପର୍ବତରେ ବିଶ୍ୱର ସବୁଠାରୁ ଉଚ୍ଚତମ…

୨୦ ହଜାରରେ ନିଲାମ ହେଲା ବାଲେଶ୍ୱରରୁ ମିଳିଥିବା ବିଶାଳକାୟ ମାଛ

ବାଲେଶ୍ୱର: ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଏବଂ ବାଲେଶ୍ୱର ଜିଲ୍ଲାର ଦିଘା ଉପକୂଳରୁ ସୋମବାର ଦିନ ସ୍ଥାନୀୟ ମତ୍ସଜୀବୀମାନେ ଏକ ବିଶାଳକାୟ ମାଛକୁ ଧରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ମାଛ ମାରିବା ପାଇଁ କିଛି ମତ୍ସଜୀବୀ ଗଭୀର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ସେମାନଙ୍କ…

ଓଡିଶାର କେଉଁ ୫ଟି ଜିଲ୍ଲାରେ ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କୋରାପୁଟ, ରାୟଗଡା, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି…