ପୋଲିଓ ଟୀକା ନେବା ପରେ ୨ମାସର ଶିଶୁକନ୍ୟା ମୃତ
ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଟୀକା ନେବା ପରେ ଜଣେ ୨ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି ।
ମୃତ ଶିଶୁଟି ନରନପୁର ଗ୍ରାମର ସ୍ମୃତିରଞ୍ଜନ ବିଶ୍ୱାଳ ଓ ଜୋତ୍ସାରଣୀ ବିଶ୍ୱାଳଙ୍କ ଝିଅ ବୋଲି ଜଣାପଡିଛି ।
ମିଳିଥିବା…