ସ୍ୱାୟତ୍ତ ଶାସନ ଦିବସ: ୨୮ଟି ULB ପାଇଁ ୫୬୦ କୋଟି ଘୋଷଣା
ଭୁବନେଶ୍ୱର: ଆଜି ହେଉଛି ସ୍ୱାୟତ୍ତ ଶାସନ ଦିବସ। ସହରାଞ୍ଚଳ ବିକାଶ, ନାଗରିକ ସେବା ଓ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ଏନ୍ଏସି ଗୁଡ଼ିକରେ ଏହି ଦିବସକୁ ବେଶ୍ ଧୂମଧାମରେ ପାଳନ କରାଯାଉଛି । ପ୍ରତିବର୍ଷ ଅଗଷ୍ଟ ୩୧…