Latest Odisha News

ବିଦେଶୀ ପଞ୍ଜୀକରଣ, ଇମିଗ୍ରେସନ ଏବଂ ଭିଜା ଟ୍ରାକିଂ ସିଷ୍ଟମ ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦfଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇମିଗ୍ରେସନ, ଭିଜା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ (ଆଇ. ଭି. ଏଫ୍. ଆର୍. ଟି.) ଯୋଜନାକୁ ୨୦୨୬ ମସିହା ମାର୍ଚ୍ଚ ମାସ ୩୧ ତାରିଖ ପରେ ୨୦୨୬ ମସିହା ଏପ୍ରିଲ ମାସ ୧ ତାରିଖ ଠାରୁ ୨୦୩୧ ମସିହା ମାର୍ଚ୍ଚ…

`Operation Sindoor` Film: ଖୁବଶୀଘ୍ର ଅପରେସନ୍ ସିନ୍ଦୁର ଫିଲ୍ମ, ବଡ଼ ପରଦାକୁ ଆଣିବେ ବିବେକ ଅଗ୍ନିହୋତ୍ରୀ 

ମୁମ୍ବାଇ: ଅପରେସନ୍ ସିନ୍ଦୁର ଉପରେ ଫିଲ୍ମ ଘୋଷଣା କରାଯାଇଛି। ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ ଅପରେସନ ସିନ୍ଦୂର ଉପରେ ଏକ କାହାଣୀ ହେବାକୁ ଯାଉଛି। ଯାହା ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରାଯାଇଛି। ଏହି ଫିଲ୍ମଟି…

ଆଇପିଏଲ: ଆୟୋଜିତ ହେବନି ଉଦଘାଟନୀ ସମାରୋହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଇପିଏଲ ୨୦୨୬ ଉଦଘାଟନୀ ସମାରୋହକୁ ନେଇ ଏକ ବଡ ନିଷ୍ପତି ନେଇଛି । ଗତ ବର୍ଷ ଆରସିବି ଚାମ୍ପିୟନ ହେବା ପରେ ବିଜୟ ଉତ୍ସବ ପାଳନ ଅବସରରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୧ ପ୍ରଶଂସକଙ୍କ ପ୍ରାଣ ଯାଇଥିଲା । ପୀଡିତଙ୍କୁ…

ଭାରତକୁ ୟୁରୋପୀୟ ସଂଘର ଝଟକା

ନୂଆଦିଲ୍ଲୀ: ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଏକ ବଡ଼ ଦୁଃସମ୍ବାଦ । ବର୍ଷ ୨୦୨୬ର ଆରମ୍ଭରୁ ହିଁ ଭାରତକୁ ୟୁରୋପୀୟ ସଂଘ, EU ପକ୍ଷରୁ ମିଳିଛି ଏକ ଶକ୍ତ ଝଟକା । ୟୁରୋପୀୟ ସଂଘ ଭାରତ ପାଇଁ GSP ବା Generalized Scheme of Preferences ସୁବିଧାକୁ ଆଗାମୀ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଛି ।…

ଆଇପିଏଲ: ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବେ ଏହି ୫ ଅଧିନାୟକ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣରେ ୫ ଅଧିନାୟକ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି । ଏହା ମାଧ୍ୟମରେ ସେମାନେ ଜାତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଚାହିଁବେ । ୨୦୨୫ ପରଠାରୁ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟାଶ ଆୟାର ଆନ୍ତର୍ଜାତୀୟ ଟି୨୦ ଖେଳି…

Covid-like lockdown Fact check: କ’ଣ ସତରେ ଲକଡାଉନ୍ ହେବାକୁ ଯାଉଛି? ଏମିତି କ’ଣ କହିଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ପରେ, ଲୋକମାନେ ଭାରତରେ ସମ୍ଭାବ୍ୟ ଲକଡାଉନ୍ ବିଷୟରେ ଅନଲାଇନରେ ବ୍ୟାପକ ଭାବରେ ଆଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଜୋରଦାର ଦାବି ପ୍ରସାରିତ ହେବା ଆରମ୍ଭ ହୋଇଛି ଯେ…

ଟି୨୦ରେ କେବଳ ଫୋକସ କରିବେ ମ୍ୟାକ୍ସୱେଲ

ସିଡନୀ: ଅଷ୍ଟ୍ରେଲିଆର ଭେଟେରାନ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବେ ଟି୨୦ ଉପରେ କେବଳ ଫୋକସ କରିବେ ବୋଲି ସୂଚନା ଦେଇଛନ୍ତି । ୨୦୨୫ରେ ସେ ଦିନିକିଆ କ୍ରିକେଟର ଅବସର ଘୋଷଣା କରିଥିଲେ । ୩୭ ବର୍ଷୀୟ ମ୍ୟାକ୍ସୱେଲ ଟି୨୦ରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଆସିଛନ୍ତି । ବିଭିନ୍ନ…

ଟ୍ରକ୍‌ ସହିତ ଧକ୍କା ହେଲା ବସ୍‌; ଜଳିଗଲେ ୧୩ ଯାତ୍ରୀ

ଅମରାବତୀ: ଗୁରୁବାର ସକାଳେ ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାୟଭରମ ନିକଟରେ ହରିକୃଷ୍ଣ ଟ୍ରାଭେଲ୍ସର ଏକ ଘରୋଇ ବସ୍ ଏକ ଟିପ୍ପର ଟ୍ରକ୍ ସହିତ ଧକ୍କା ଖାଇଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ ଟି ତୁରନ୍ତ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶ…

ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ଦୁର୍ଘଟଣାରେ ୨୩ ମୃତ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ବୁଧବାର ରାତିରେ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀରେ ଖସିପଡ଼ିବା ଫଳରେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ବସ୍‌ଟି ଦକ୍ଷିଣ-ପଶ୍ଚିମ ଜିଲ୍ଲା ରାଜବାରୀରୁ ଯାତ୍ରା କରୁଥିଲା ଏବଂ ଦୁର୍ଘଟଣା ଘଟିବା ସମୟରେ ଏକ ପରିବହନ ଫେରିରେ…

Hormuz open for India: ଭାରତ ପାଇଁ ସବୁଜ ପତାକା, ସୁରକ୍ଷିତ ହରମୁଜ୍ ପାର୍ ହେବେ ଇରାନର ଏହି ୫ ବନ୍ଧୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ: ଭାରତ ପାଇଁ ସବୁ ବେଳେ ଖୋଲା ହରମୁଜ୍! ପାକିସ୍ତାନ ଜାହାଜ ଫେରାଇବା ପରେ କିଛି ଏପରି ବାର୍ତ୍ତା ଦେଇଛି ଇରାନ। ଭାରତର ଏକ ପ୍ରମୁଖ କୂଟନୈତିକ ବିଜୟରେ, ଇରାନ କହିଛି ଯେ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହରମୁଜ୍ ଷ୍ଟ୍ରେଟ୍ ଭାରତ ପାଇଁ…