ଏସୀୟ କ୍ରୀଡ଼ା ୨୦୨୬: କବାଡ଼ିରେ ଭାରତକୁ ଡବଲ ସ୍ୱର୍ଣ୍ଣ
ଆଇଚି-ନାଗୋୟା:ଏସୀୟ କ୍ରୀଡ଼ା ୨୦୨୬ର ସପ୍ତମ ଦିନ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ପୁରୁଷ ଓ ମହିଳା କବାଡ଼ି ଦଳ ନିଜ ନିଜର ଫାଇନାଲ୍ରେ ଚିତ୍ତାକର୍ଷକ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିବା ସହ ନିଜର ଶୀର୍ଷ ସ୍ଥାନ ଓ ଚାମ୍ପିୟନ୍ ଆଖ୍ୟା ବଜାୟ ରଖିଛନ୍ତି । ଏହି ଦୁଇଟି…