Latest Odisha News

BREAKING NEWS

ରାଷ୍ଟ୍ରପତି ଭବନରେ ହୋଇପାରେ “ରାମାୟଣ ପାର୍ଟ ୧”ର ପ୍ରିମିୟର…

ମୁମ୍ବାଇ: "ରାମାୟଣ: ଭାଗ ୧" ଚଳଚ୍ଚିତ୍ରଟି ନଭେମ୍ବର ୫ ତାରିଖରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସେହି ଦିନ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ରଟିର ପ୍ରିମିୟର ହୋଇପାରେ। ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ଏହି ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ ଆବଶ୍ୟକୀୟ ଅନୁମତି…

ଦଶହରାରେ ଏହି ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନଚେତ୍ ଅନଶନ…

ଭୁବନେଶ୍ୱର:ଗାଡ଼କଣ ଅଳିଆଗଦାରେ ପୂଜା ସମୟରେ ଅଳିଆ ଜମା ନକରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଦାବି ପୂରଣ ନହେଲେ ଅନଶନ ଚେତାବନୀ ଦେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ, ସୈନିକ ସ୍କୁଲ ନିକଟରୁ…

ଇମ୍ଫାର କଳିଙ୍ଗ ନଗର ଗ୍ରୀନଫିଲ୍ଡ ପ୍ରକଳ୍ପ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା) ପକ୍ଷରୁ ଆଜି କଳିଙ୍ଗନଗର ସ୍ଥିତ ଏହାର ଗ୍ରୀନଫିଲ୍ଡ ଫେରୋ କ୍ରୋମ୍ ପ୍ରକଳ୍ପ (କେଏନଆର ୧) ଓଡ଼ିଶାର ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ବାର୍ଷିକ ୫ ଲକ୍ଷ ଟନରୁ ଅଧିକ (ଟିପିଏ) ଉତ୍ପାଦନ…

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ

ଭୁବନେଶ୍ୱର: ଆମେରିକାର ସମ୍ମାନଜନକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ପ୍ରମୁଖ ଶିକ୍ଷା ଓ ଗବେଷଣା ପ୍ରକାଶନ ସଂସ୍ଥା ଏଲସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୩୮ ଜଣ ଗବେଷକ…

ରଣଜୀ ଟ୍ରଫି: ଗୁଜରାଟଠାରୁ ବଡ଼ ବ୍ୟବଧାନରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି ଗ୍ରୁପ୍ ସିର ପ୍ରଥମ ମ୍ୟାଚରେ ଗୁଜରାଟ ଦଳ ଓଡ଼ିଶାକୁ ୧୦ ୱିକେଟ୍‌ରେ ପରାସ୍ତ କରି ଏକ ଦମଦାର୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଏହି ଜିତ ସହିତ ଗୁଜରାଟ ବୋନସ ପଏଣ୍ଟ ମଧ୍ୟ ହାସଲ କରିଛି । ମ୍ୟାଚ୍‌ର ତୃତୀୟ ଦିନରେ ଓଡ଼ିଶା ଦଳ ନିଜର ଦ୍ୱିତୀୟ ପାଳିରେ ମାତ୍ର ୧୬୧ ରନରେ…

ସରକାରୀ କାମ ପାଇଁ ଇଭି ଭଡ଼ାରେ ନେବା ନିୟମ କୋହଳ, ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି

ଭୁବନେଶ୍ୱର: ଇଭି ଟେଣ୍ଡର ଫେଲ୍ ହେଲେ ଭଡ଼ାରେ ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି । ସରକାରୀ କାମ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ଭଡ଼ାରେ ନେବା ନିୟମରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇଭି ଭଡ଼ା ପାଇଁ ଟେଣ୍ଡର ଡାକିବା ପରେ ଯଦି କୌଣସି ଉପଯୁକ୍ତ ବିଡ୍ ନ ମିଳେ, ତେବେ ପେଟ୍ରୋଲ କିମ୍ବା ଡିଜେଲ…

ପାର୍ଥବ କଲେ ନାହିଁ ଆବେଦନ, ପ୍ରଜ୍ଞାନ ଚୟନ କମିଟି ମୂଖ୍ୟ ପଦ ବଜାୟ ରଖିପାରନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ସିନିୟର ପୁରୁଷ ଚୟନ କମିଟିର ପଶ୍ଚିମ କ୍ଷେତ୍ର ପ୍ରତିନିଧି ପଦକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ପଦ ପାଇଁ ପୂର୍ବତନ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ପାର୍ଥବ ପଟେଲ ଆବେଦନ କରିନାହାନ୍ତି, ଯାହାଫଳରେ ବର୍ତ୍ତମାନର…

କଳିଙ୍ଗନଗରରେ ଆରମ୍ଭ ହେଲା ଶିଳ୍ପାୟନର ‘ସ୍ୱର୍ଣ୍ଣିମ ଅଧ୍ୟାୟ’

ଭୁବନେଶ୍ୱର:ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଆହୁରି ଗତିଶୀଳ କରି ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଏକ ବୃହତ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି…

ପାକିସ୍ତାନୀ ପାଇଲଟଙ୍କ ପାଇଁ ବନ୍ଦ ହେଲା ଇସ୍ରାଏଲ୍‌ ଆକାଶ: ଏୟାର ଫ୍ରାନ୍ସର ବଡ଼ ପଦକ୍ଷେପ

ଫ୍ରାନ୍ସ: ଇସ୍ରାଏଲ୍‌ ସରକାରଙ୍କ ବିମାନ ଚଳାଚଳ ଏବଂ ନିରାପତ୍ତା ନିୟମକୁ କାର୍ଯ୍ୟକାରୀ କରି ପ୍ରସିଦ୍ଧ ବିମାନ ସଂସ୍ଥା 'ଏୟାର ଫ୍ରାନ୍ସ' ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସଂସ୍ଥା ପକ୍ଷରୁ ଇସ୍ରାଏଲ୍‌କୁ ଯାତ୍ରା କରୁଥିବା ଏବଂ ସେଠାରୁ ଆସୁଥିବା ବିମାନଗୁଡ଼ିକରେ ପାକିସ୍ତାନୀ ପାଇଲଟ୍‌ ଏବଂ…

Hasina blasts PM Tarique Rahman:”ଆପଣଙ୍କ ପିତା ଭାରତ ଆସିଥିଲେ; ଆପଣ କାହିଁକି ନୁହେଁ?” ତାରିକ୍…

ନୂଆଦିଲ୍ଲୀ:ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଭାରତ ଗସ୍ତ ପ୍ରସଙ୍ଗରେ ତାରିକ୍ ରହମାନଙ୍କୁ ଟାର୍ଗେଟ୍ କରିଛନ୍ତି। ଭାରତରେ ଅନୁଷ୍ଠିତ ଆଞ୍ଚଳିକ ବୈଠକଗୁଡ଼ିକରେ ବାଂଲାଦେଶର ଅଂଶଗ୍ରହଣ ନ କରିବା ନେଇ ପ୍ରଶ୍ନ ଉଠାଇ ସେ ତାରିକ୍ ରହମାନଙ୍କ ଏହି ନିଷ୍ପତ୍ତିକୁ ଅପରିପକ୍ୱ ଏବଂ…