Latest Odisha News

BREAKING NEWS

ରବିବାର ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣିରଖନ୍ତୁ…

ନୂଆଦିଲ୍ଲୀ: ଆଜି ରବିବାର। ତଥାପି ସାରା ଦେଶରେ ଖୋଲା ରହିବ ବ୍ୟାଙ୍କ। ସାପ୍ତାହିକ ଛୁଟି ଯୋଗୁଁ ସାଧାରଣତଃ ରବିବାର ବ୍ୟାଙ୍କଗୁଡ଼ିକ ବନ୍ଦ ଥିବାବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ସରକାର ଆଜି ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ…

ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍‌ରୁ ଉଠାଇ ପାରିବେ ଟଙ୍କା, ଲାଗିବନି…

ଭୁବନେଶ୍ୱର: ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ୩ ଦିନିଆ ଧର୍ମଘଟ ପୂର୍ବରୁ ସାଧାରଣ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ବନ୍ଦ ରହିବାକୁ ଥିବା ବେଳେ, ଏହି ସମୟ ମଧ୍ୟରେ…

ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଭାରତୀୟ ଅଟୋମୋବାଇଲ୍ ବଜାର ପାଇଁ ଏକ ବଡ଼ ତଥା ଐତିହାସିକ ଘୋଷଣା କରିଛନ୍ତି । ଆଗାମୀ ଅକ୍ଟୋବର ମାସରେ ଦେଶରେ ପ୍ରଥମ ଥର ପାଇଁ ୧୦୦ ପ୍ରତିଶତ ଇଥାନଲ୍ ଦ୍ୱାରା ପରିଚାଳିତ ଏକ କାର୍ ଲଞ୍ଚ୍ ହେବାକୁ ଯାଉଛି ବୋଲି ସେ ପ୍ରକାଶ…

ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍‌ରେ ଲାଗିବ…

ଭୁବନେଶ୍ୱର: ପାର୍ବଣ ଋତୁ ଆସିଲେଣି, ଆଉ ଏଥିସହିତ ଆରମ୍ଭ ହୋଇଗଲାଣି ଘରକୁ ଫେରିବାର ପ୍ରସ୍ତୁତି । ଦଶହରା, ଦୀପାବଳି ଓ ଛଠ୍ ପୂଜା ଭଳି ବଡ଼ ପର୍ବ ପାଖେଇ ଆସୁଥିବାରୁ ଏବେଠାରୁ ଟ୍ରେନ୍‌ଗୁଡ଼ିକରେ ଲମ୍ବା ୱେଟିଂ ଲିଷ୍ଟ ଦେଖିବାକୁ ମିଳିଲାଣି । ଟିକେଟ୍ ନପାଇ ଯାତ୍ରୀମାନେ ନାହିଁ ନଥିବା ହଇରାଣ…

ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୪ଟି ବିଭାଗର ସମୁଦାୟ ୧,୧୦୧ ଜଣ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ଅବସରରେ କହିଛନ୍ତି। ଏହି ଅବସରରେ…

Hospital in Western Odisha:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ

ଭୁବନେଶ୍ୱର:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ହେବ। ଏହା ସହ ଢେଙ୍କାନାଳରେ ୩ ମିଲିୟନ୍ ଟନ୍ କ୍ଷମତାର ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ବେଦାନ୍ତ ଯୋଜନା କରିଛି । ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…

ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ:ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ…

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୀଜ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଜୋରଦାର ପ୍ରଶଂସା କରିଛନ୍ତି। ଏସିଆ ସୋସାଇଟି ପଲିସି ଇନଷ୍ଟିଚ୍ୟୁଟର ଏକ ବିଶେଷ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ସେ କହିଛନ୍ତି ଯେ, ମାନବ ଇତିହାସର ଯେକୌଣସି ଦଶକ,…

ଜାପାନର ୧୧ ବର୍ଷୀୟ ଇ-ସ୍ପୋର୍ଟସ୍ ଖେଳାଳି ୟୁକି କୁରିହାରା ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ଇତିହାସ

ଜାପାନର ୧୧ ବର୍ଷୀୟ ପ୍ରାଥମିକ ବିଦ୍ୟାଳୟ ଛାତ୍ର ୟୁକି କୁରିହାରା ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ  ଇ-ସ୍ପୋର୍ଟସ୍ ପୁୟୋ ପୁୟୋ ଚାମ୍ପିଅନ୍ସ ନାମକ ପଜଲ୍ ଗେମ୍‌ରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି । ସେ ଜାପାନ ଏସୀୟ କ୍ରୀଡ଼ା ଇତିହାସରେ ସବୁଠାରୁ କମ୍ ବୟସ୍କ ସ୍ଵର୍ଣ୍ଣ ପଦକ ବିଜେତା ଆଥଲେଟ୍…

Spurious liquor:ମଦ୍ୟପାନ ନିଷିଦ୍ଧ ରାଜ୍ୟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ଗଲା ଜୀବନ

ନୂଆଦିଲ୍ଲୀ:ବିଷାକ୍ତ ମଦ ପିଇବା ଫଳରେ ଅତିକମରେ ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ୧୯୯୦ ମସିହାରୁ ମଦ ଉପରେ କଟକଣା ଲାଗୁ ରହିଛି। ଏହା ସତ୍ତ୍ୱେ ପୋଲିସ୍ ରାଜ୍ୟରୁ ୩,୦୦୦ ବୋତଲ ମଦ ଜବତ କରିଛି। ଏହି ଘଟଣାଗୁଡ଼ିକ…