India Canada Relations: ମାର୍ଚ୍ଚରେ ଭାରତ ଗସ୍ତରେ ଆସିପାାରନ୍ତି କାନାଡା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ:କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ମାର୍ଚ୍ଚ ପ୍ରଥମ ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି। ଏହି ସୂଚନା କାନାଡାରେ ଭାରତର ହାଇକମିଶନର ଦିନେଶ ପଟ୍ଟନାୟକ ଏକ ସାକ୍ଷାତକାରରେ ଦେଇଛନ୍ତି। ପଟ୍ଟନାୟକଙ୍କ ମତରେ, ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକା ଉପରେ କାନାଡାର…