ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ
ନୂଆଦିଲ୍ଲୀ: ଗତ ଜୁଲାଇ ମାସରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଛାତ୍ର ଆନ୍ଦୋଳନ ବେଳେ ପୋଲିସର କଥିତ ପେଲେଟ୍ ଗନ୍ ଆକ୍ରମଣ ଘଟଣାକୁ ନେଇ ଆଜି ରାଜଧାନୀରେ ପ୍ରବଳ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଏଫଆଇଆର୍ (FIR) ରୁଜୁ କରିବା…