Latest Odisha News

BREAKING NEWS

ଜାରି ରହିବ ଇରାନ-ଆମେରିକା ଯୁଦ୍ଧ, ବନ୍ଦ ପ୍ରସ୍ତାବକୁ ପ୍ରତ୍ୟାଖାନ

ତେହେରାନ: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ କେବେ ଶେଷ ହେବ ତାହା ପୂର୍ବାନୁମାନ କରିବା କ୍ରମଶଃ କଷ୍ଟକର ହେଉଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ବୁଧବାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇରାନ ଆମେରିକା ସହିତ କୌଣସି ଆଲୋଚନା କରିବାକୁ ଚାହୁଁନାହିଁ ଏବଂ ପ୍ରତିରୋଧର ଏକ ରୂପ ଭାବରେ ଏହି…

ଏହି ଅଭ୍ୟାସ ପାଇଁ ଖରାପ ହୁଏ ରାହୁ…

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଏହାର ଗୋଚର ସମସ୍ତ ବାରଟି ରାଶିର ଲୋକଙ୍କ ଜୀବନକୁ ପ୍ରଭାବିତ କରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାହୁ ଏକ ଛାୟା ଗ୍ରହ। ଯେଉଁମାନଙ୍କର କୁଣ୍ଡଳୀରେ ରାହୁର ଅନୁକୂଳ ସ୍ଥିତି ଥାଏ,…

Ratna Bhandar: ପ୍ରଥମଦିନର ଗଣତି ମଣତି ପ୍ରକ୍ରିୟା ଶେଷ,ଅଳଙ୍କାର ବିଷୟରେ ସୂଚନା ନଦେବା ପାଇଁ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଚଳନ୍ତି ଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗଣତି ମଣତି ଶେଷ ହୋଇଛି। ଆମ ପାଇଁ ଏହା ଏକ ବଡ଼ ସୌଭାଗ୍ୟ। ରତ୍ନଭଣ୍ଡାର ତିନୋଟି ଭାଗରେ ବିଭକ୍ତ। ପ୍ରଥମ…

India not a dalal nation:”ଆମେ ପାକିସ୍ତାନ ପରି ଦଲାଲ ହୋଇପାରିବୁ ନାହିଁ”

ନୂଆଦିଲ୍ଲୀ:ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି, ମୋଦୀ ସରକାର ବୁଧବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଦେଶିକ ସଚିବ ଏବଂ ବୈଦେଶିକ ମନ୍ତ୍ରୀ ସରକାରଙ୍କ ପକ୍ଷରୁ ବିସ୍ତୃତ ଉପସ୍ଥାପନା ଉପସ୍ଥାପନ…

Jagannath Temple: ଶ୍ରୀମନ୍ଦିର ଉପରେ ଚକ୍କର କାଟିଲା ୨ଟି ଡ୍ରୋନ୍ ;୨ ଅଟକ

ପୁରୀ:ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଗୋଟିଏ ନୁହେଁ ଦୁଇଟି ଡ୍ରୋନ୍ ନୀଳଚକ୍ର ଉପରେ ଉଡୁଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ୫ଟା ୨୫ ମିନିଟରୁ ଦୀର୍ଘ ୩୦ ମିନିଟ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଥିଲା ୨ଟି ଡ୍ରୋନ୍ । ଏହି ଘଟଣାରେ ସିଂହଦ୍ବାର ପୁଲିସ ୨ ଜଣଙ୍କୁ ଅଟକ…

କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର:ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରରେ ରହୁଥିବା ଜଣେ ବ୍ୟବାସାୟୀ ପି.ରାଜ ପ୍ରଭାକର ରାଓଙ୍କ ଘରୁ ବଡ଼ ଧରଣର ଲୁଟ ଅଭିଯୋଗ ହୋଇଛି । ପ୍ରାୟ ୧ କିଲୋ ୨୦୦ ଗ୍ରାମର ଓଜନର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ଶ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘରର…

ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର:ପୁଣି ଥରେ ବିଜେଡିକୁ ଫେରିଲେ ବାଲେଶ୍ବର ଜିଲ୍ଲାର ୨ ଭେଟେରାନ୍ ରାଜନେତା ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଦୁଇ ନେତାଙ୍କ…

ହର୍ଷିତଙ୍କ ବଦଳ ଖେଳାଳି ଭାବେ ସାମିଲ ହେଲେ ନବଦୀପ

କୋଲକାତା: ଆଇପିଏଲ ୨୦୨୬ରୁ କୋଲକାତା ନାଇଟ ରାଇଡର୍ସର ପେସ ବୋଲର ହର୍ଷିତ ରାଣା ଓହରି ଯାଇଛନ୍ତି । ବୁଧବାର କେକେଆର ତାଙ୍କ ବିକଳ୍ପ ଖେଳାଳିଙ୍କ ନାମ ଘୋଷଣା କରିଛି । ନବଦୀପ ସୈନୀଙ୍କୁ ଦଳରେ ସାମିଲ କରାଯାଇଛି । ଚଳିତ ସଂସ୍କରଣରେ କେକେଆରର ବୋଲିଂ ୟୁନିଟ ଅପେକ୍ଷାକୃତ ଦୁର୍ବଳ ହୋଇପଡିଛି ।…

NASSCOM Awards: ସିଏସ୍ଏମ୍ ଟେକ୍ନୋଲୋଜିସ୍ କୁ GovTech ସମ୍ମାନ

ମୁମ୍ବାଇ:ଅଗ୍ରଣୀ ଗଭ୍ଟେକ୍ ସମାଧାନ ପ୍ରଦାନକାରୀ ସିଏସ୍ଏମ୍ (CSM) ଟେକ୍ନୋଲୋଜିସ୍ କୁ ନାସ୍କମ୍ ଏସ୍. ଏମ୍. ଇ. ଇନ୍ସପାୟର (Inspire) ଆୱାର୍ଡସ୍ 2026 (ଚତୁର୍ଥ ସଂସ୍କରଣ) ମୁମ୍ବାଇରେ 'ଟେକ୍ ଏକ୍ସିଲେନ୍ସ ଇନ୍ ଗଭ୍ଟେକ୍' ପୁରସ୍କାରରେ ସମ୍ମାନିତ କରାଯାଇଛି। ସିଏସ୍ଏମ୍. (CSM) ଟେକ୍ନୋଲୋଜିର…

ଆଇପିଏଲ: ଆସନ୍ତୁ ଜାଣିବା କେଉଁ ଦଳ ଜିତିନି ଟାଇଟଲ

ନୂଆଦିଲ୍ଲୀ: ଆଇପିଏଲ ୧୯ତମ ସଂସ୍କରଣରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଏହା ମଧ୍ୟରେ କେତେକ ଟିମ ଏକାଧିକ ଥର ଚାମ୍ପିୟନ ହୋଇଥିବା ବେଳେ ଅନ୍ୟ ଟିମ ଥରେ ବି ଟ୍ରଫି ହାତେଇ ପାରି ନାହାନ୍ତି । ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏଁ ଟାଇଟଲ ଜିିତି ଆଗରେ ରହିଛନ୍ତି ।…