ଚାକିରୀ ନଥିବାରୁ ସ୍ୱାମୀ ପାଲଟିଗଲା ସାଇକୋ, ସ୍ତ୍ରୀର କଟାମୁଣ୍ଡ ଧରି କାଳୀମନ୍ଦିରରେ ବସିଲା, ଗିରଫ କଲା ପୋଲିସ
କୋଲକାତା: ପଶ୍ଚିମବଙ୍ଗ ସାଉଥ ଦିନାଜପୁର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ବୀଭତ୍ସ ହତ୍ୟା କରି ତାର କଟାମୁଣ୍ଡ ଧରି କାଳୀମନ୍ଦିରରେ ବସିଲା ସାଇକୋ ସ୍ୱାମୀ । ହାତରେ ରକ୍ତାକ୍ତ ଛୁରୀ, କୋଳରେ ସ୍ତ୍ରୀର କଟାମୁଣ୍ଡକୁ ଧରି ମାନସିକ ଭାରସାମ୍ୟ ହରାଇ ବସିଥିଲା ରିଂଟୁ ଘୋଷ ।…