Latest Odisha News

BREAKING NEWS

ପୁଣି ଆହତ ହେଲେ ହାର୍ଦ୍ଦିକ : କ୍ରିକେଟ୍‌ରୁ ଦୂରେଇ ରହିବେ ଅତିକମ୍‌ରେ ୩ ସପ୍ତାହ

ନୂଆଦିଲ୍ଲୀ:ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆହତ ହୋଇଛନ୍ତି । ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା ବେଳେ ସେ ଅତି କମରେ ୩ ସପ୍ତାହ ପର‌୍ୟ୍ୟନ୍ତ ପଡିଆରୁ ଦୂରରେ ରହିବେ । ଫଳରେ ଅକ୍ଟୋବର ୨୨ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଓ ଦିନିକିଆ…

Gundicha Temple:ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି:୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର,ସୁନାବେଶ ପାଇଁ…

ପୁରୀ:ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ନୀତି ନିର୍ଦ୍ଧାରଣ ସହ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର ୩୦…

Pakistanରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୧ ମୃତ

ପାକିସ୍ତାନ: ଉତର-ପଶ୍ଚିମ ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ରାସ୍ତାକଡ ପୋଲିସ ଚେକ୍‌ପୋଷ୍ଟ ନିକଟରେ ଶନିବାର ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ହଠାତ୍ କିଏ କିଛି ବୁଝିବା ଆଗରୁ ବିସ୍ଫୋରକ ଭର୍ତି ଗାଡି ଆସି ଚେକ୍‌ପୋଷ୍ଟ ନିକଟରେ ପହଂଚିଥିଲା । ଚାହୁଁ ଚାହୁଁ ଗାଡିରୁ ଧୂଆଁ…

ଅବସର ନେଇ କୋହଲି ଦେଲେ ବଡ ସୂଚନା, ୨୦୨୭ରେ ଶେଷ ବିଶ୍ୱକପ ଖେଳିବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର  ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାବୱେ ଏବଂ ନାମିବିଆର ମିଳିତ ଆୟୋଜନରେ ହେବାକୁ ଥିବା ଦିନିକିଆ ୱାର୍ଲ୍ଡ କପ୍ ହିଁ ଭାରତ ପାଇଁ ତାଙ୍କର ଶେଷ…

Unintended Pregnancy, ସମୟ ପୂର୍ବରୁ ହୋଇପାରେ ପ୍ରସବ: ଅଧ୍ୟୟନ

ବ୍ୟୁରୋ: ଅନିଚ୍ଛାକୃତ ଗର୍ଭଧାରଣ ଯୋଗୁ ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ରହିଛି । ୩୭ଟି ନିମ୍ନ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶରେ ୯ଲକ୍ଷରୁ ଅଧିଳ ଗର୍ଭାବସ୍ଥା ଉପରେ କରାଯାଇଥିବା ଏକ ବୃହତ ଅଧ୍ୟୟନରୁ ଏହା ଜଣାପଡିଛି । ଟାର୍ଗେଟ୍ ଟ୍ରାଏଲ ଏମ୍ୟୁଲେସନ ପଦ୍ଧତି ବ୍ୟବହାର କରି ଗବେଷକ ମାନେ…

ସୁବର୍ଣ୍ଣରେଖାରେ ପୁଣି ଚତୁର୍ଥ ଥର ପାଇଁ ବନ୍ୟା;୧୫୪ଗାଁ ଜଳମଗ୍ନ

ଜଳେଶ୍ୱର:ସୁବର୍ଣ୍ଣରେଖା ନଦୀରେ ପୁଣି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଜଳେଶ୍ୱର, ଭୋଗରାଇ,ବାଲିଆପାଳ ଓ ବସ୍ତା ବ୍ଲକ୍ ନଦୀକୂଳିଆ ଗାଁଗୁଡ଼ିକରେ ବନ୍ୟା ପରିସ୍ଥିତି ଗମ୍ଭୀରହେବାରେ…

ଉଦ୍ଧାର ହେଲାନି ଟେଲିସ୍କୋପ୍‌, ପୃଥିବୀ ଫେରିଲା ମହାକାଶଯାନ

ବ୍ୟୁରୋ: ଫେଲ୍ ମାରିଲା ନାସାର ଏକ୍ସପେରିମେଂଟ । ହେଲାନି କାମ, ଫେରିଆସିଲା ରୋବୋଟିକ୍ ମହାକାଶଯାନ । ଅଭିଯାନ ଆରମ୍ଭ ହେବାର ୩ମାସ ପୁରିନି ପୃଥିବୀପୃଷ୍ଠକୁ ଫେରୁଛି ମହାକାଶଯାନ । ନାଶାର ପୁରୁଣା ଟେଲିସ୍କୋପକୁ ଉଦ୍ଧାର କରିବାକୁ ନାସା ଏକ ରୋବୋଟିକ୍ ମହାକାଶଯାନ ଅନ୍ତରୀକ୍ଷକୁ ପ୍ରେରଣ…

ମାଲକାନଗିରିରେ ଲଗାଣ ବର୍ଷା କମିଛି, ମାତ୍ର ରାସ୍ତା ଧୋଇଯାଇଛି; ୨୫ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଗଭୀର ଅବପାତ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ବନ୍ୟା ସ୍ଥିତିରେ କିଛିଟା ସୁଧୁରିବାରେ ଲାଗିଛି। ଜିଲ୍ଲାରେ ଲଗାଣ ବର୍ଷା କମିଛି, ମାତ୍ର ଧୋଇଯାଇଛି ରାସ୍ତା। ଭୂସ୍ଖଳନ ସହ ରାସ୍ତା ଧୋଇଯିବାରୁ ଅନେକ…

ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି: ସଚେତନ ରହିବାକୁ ପରାମର୍ଶ

ଦିଗପହଣ୍ଡି: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରୁ…

ଭଂଶାଲିଙ୍କ Love and War, ଆଲିଆ-ଭିକ୍କି-ରଣବୀରଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ବଲିଉଡ ଆଣୁଛି ୨୦୨୭ର ବହୁ ପ୍ରତିକ୍ଷିତ ଫିଲ୍ମ ଲଭ୍ ଆଣ୍ଡ ୱାର୍ । ନିର୍ଦ୍ଦେଶକ ସଂଜୟ ଲୀଲା ଭଂଶାଲିଙ୍କ ଏହି ଐତିହାସିକ ଯୁଦ୍ଧ-ଭିତିକ ଚଳଚିତ୍ରଟିରେ ମୁଖ୍ୟଭୂମିକାରେ ଅଛନ୍ତି ଆଲିଆ ଭଟ୍ଟ, ରଣବୀର କପୁର ଓ ଭିକି କୌଶଲ । ବ୍ୟାକ୍ ଟୁ ବ୍ୟାକ୍ ୩ଷ୍ଟାରଙ୍କ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି…