ଅଗରକରଙ୍କୁ ନେଇ ବଡ ଖୁଲାସା କଲେ ଏହି କ୍ରିକେଟର
ନୂଆଦିଲ୍ଲୀ:ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫୋର୍ କ୍ରିକେଟ୍ ଇନ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ଅଜିତ୍ ଅଗରକରଙ୍କ କାର୍ୟ୍ୟକାଳ ଶୀଘ୍ର ଶେଷ ହେବାକୁ ଯାଉଛି । ଚୁକ୍ତିବୃଦ୍ଧି ନମିଳିବା କାରଣରୁ ଅକ୍ଟୋବର ୪ରେ ତାଙ୍କ କାର୍ୟ୍ୟକାଳ ଶେଷ ହେବ । ଏହି ମୁଦ୍ଦାକୁ ନେଇ ଭାରତୀୟ ଦଳର ପୂର୍ବତନ ଓପନିଂ…