Latest Odisha News

BREAKING NEWS

କିଙ୍ଗ ଖାନଙ୍କ ନାମରେ ଦୁବାଇରେ ନିର୍ମାଣ ହେଉଛି କମର୍ସିଆଲ ଟାୱାର

ମୁମ୍ବାଇ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ନାମରେ ଦୁବାଇରେ ଏକ ବିଲ୍ଡିଂ ତିଆରି ହେବାକୁ ଯାଉଥିବା ନେଇ ଦୁବାଇର ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଘୋଷଣା କରିଛି। ଏହି ସମ୍ପତ୍ତିର ନାମ "ଶାହ ରୁଖଜ୍ ଦାନୁବେ" ନାମରେ ନାମିତ ହେବ। ଓ ଏହା ସମ୍ମୁଖରେ ଅଭିନେତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ…

ଟ୍ରେଡ ଡିଲରେ ଜାଡେଜାଙ୍କ କ୍ଷତି ହେଲା ୪ କୋଟି, ସଞ୍ଜୁ ଗଲେ ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ଫ୍ରାଂଚାଇଜମାନେ ଦଳରେ ଅନେକ ପରିବର୍ତନ କରିଛନ୍ତି । ସବୁଠାରୁ ବଡ ଟ୍ରେଡ ଡିଲ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ୧୪ କୋଟି ଟ୍ରେଡ ଡିଲରେ ଚେନ୍ନାଇ ସହିତ ଯୋଡି ହୋଇଛନ୍ତି । ରବୀନ୍ଦ୍ର ଜାଡେଜା…

ହନୁମାନ ବାଟିକା ଛକରୁ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ବିର୍ସା ମୁଣ୍ଡା (birsa munda) ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଭାରତ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି। ଇଂରେଜ ଶାସନ ସମୟରେ ବିର୍ସା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ବିହାର, ଝାଡଖଣ୍ଡ ଅଞ୍ଚଳର ସଂଗ୍ରାମୀମାନଙ୍କୁ ଏକାଠି ଏକ ବଡ ଧରଣର ବିପ୍ଳବ ମାଧ୍ୟମରେ ଦେଶର…

ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ ସଦସ୍ୟ, ୫ ଗୁରୁତର

ପାଟନା: ବିହାର ମୁଜାଫରପୁରର ମୋତିପୁର ଥାନା ଅଞ୍ଚଳରେ ଗୋଟିଏ ଘରେ ନିଆଁ ଲାଗି ଯିବା ଫଳରେ ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡରେ ଅନ୍ୟ ୫ ଜଣ ସଦସ୍ୟ ପୋଡ଼ି ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୋତିପୁର ଥାନା ଅଞ୍ଚଳର…

ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଫ୍ରାଂଚାଇଜର ରିଲିଜ କଲେ ଏହି ସବୁ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଫ୍ରାଂଚାଇଜରମାନେ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ନଭେମ୍ବର ୧୫ ସୁଦ୍ଧା ଖେଳାଳି ରିଲିଜ କରିବା ଡେଡଲାଇନ ଥିଲା । ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ କୋଲକାତା ଆନ୍ଦ୍ରେ ରସେଲଙ୍କୁ ରିଲିଜ କରିଛି । ସେହିପରି ଗ୍ଲେନ ମ୍ୟାକ୍ସୱେଲ, ମଥୀଷା…

ଇଡେନ ଗାର୍ଡେନରେ ୱିକେଟ ପତନ ଜାରୀ, ଦକ୍ଷିଣ ଆଫ୍ରିକା ୬୩ ରନରେ ଅଗ୍ରଣୀ

କୋଲକାତା: ଇଡେନ ଗାର୍ଡେନରେ ଖେଳାଯାଉଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ମଧ୍ୟ ୱିକେଟପତନ ଜାରୀ ରହିଛି । ଶନିବାର ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ଓଭରାଲ ୬୩ ରନର ଅଗ୍ରଣୀ ହାସଲ କରିଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୧୫୯ ରନ…

‘Ashtadhatu’ Idol Stolen: ନାରାୟଣ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଲୁଟ୍

ଗଞ୍ଜାମ: ଭଞ୍ଜନଗର ଅଞ୍ଚଳରେ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି । ତାରସିଙ୍ଗି ଥାନା କୁଲାଡ଼ ନିକଟସ୍ଥ ନାରାୟଣପାଟଣା ଗ୍ରାମର ନାରାୟଣ ମନ୍ଦିରରୁ ୧୦ଟି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାହାର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି…

ବହୁ ପ୍ରଚେଷ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାର ଏକ ଗାଁ ନିକଟ କୂଅରୁ ଶନିବାର ଦିନ ଏକ ହାତୀ ଛୁଆକୁ ସଫଳତାର ସହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ମୁରିବାହାଲ ବନାଞ୍ଚଳ ଅନ୍ତର୍ଗତ ଲତାସାହଡା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ…

ନୂଆ DPDP ନିୟମ କ’ଣ?, ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ଦେବ ସୁରକ୍ଷା…

ନୂଆଦିଲ୍ଲୀ: ଭାରତ ସରକାର ଆନୁଷ୍ଠାନିକ ଭାବରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (DPDP) ନିୟମ ୨୦୨୫ କାର୍ଯ୍ୟକାରୀ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିୟମ କାର୍ଯ୍ୟକାରୀ ହେବା ପରେ, କମ୍ପାନୀଗୁଡ଼ିକୁ ସଂଗ୍ରହ…

Gun Smugglers: ଧରାହେଲେ ୨ ଆନ୍ତଃରାଜ୍ୟ ଅପରାଧି;୫ ବନ୍ଧୁକ,୯ ଜୀବନ୍ତ ଗୁଳିଜବତ

ଭୁବନେଶ୍ବର: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୨ ସଦସ୍ୟ ଗିରଫ । ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଧରାପଡିଛନ୍ତି ଦୁଇ ବନ୍ଧୁକ ବେପାରୀ । ବଡ ଲୁଟ୍ ପାଇଁ ଯୋଜନାବେଳେ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ଅଭିଯୁକ୍ତଙ୍କଠାରୁ ଗୋଟିଏ…