SC ବର୍ଗଙ୍କ ଜମି କିଣିବାକୁ ଅନୁମତି; ଲାଞ୍ଚ ନେଇ ବନ୍ଧା ହେଲେ ଜେଆରଏ
ଭୁବନେଶ୍ୱର: ଜଣେ ଅନୁସୂଚିତ ଜାତି (SC) ବର୍ଗର ବ୍ୟକ୍ତିଙ୍କ ମାଲିକାନାରେ ଥିବା ଜମି କିଣିବା ପାଇଁ ଅନୁମତି ପ୍ରଦାନ କରିବା ବାବଦରେ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଶୁକ୍ରବାର ଦିନ ଓଡ଼ିଶା ଭିଜିଲାନ୍ସ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜଣେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ…