ଦୀର୍ଘ ବର୍ଷ ସେବା କରିବା ପରେ ପେନ୍ସନ ମନା କରିପାରିବେ ନାହିଁ ସରକାର: ହାଇକୋର୍ଟ
କଟକ: ଦୀର୍ଘ ବର୍ଷ ସେବା କରିବା ପରେ ପେନ୍ସନ ମନା କରିପାରିବେ ନାହିଁ ସରକାର। ଦୀର୍ଘ ଦଶନ୍ଧି ଧରି ସେବା ଯୋଗାଇବା ପରେ କୌଣସି ବୈଷୟିକ କାରଣ ଦର୍ଶାଇ ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍ରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ କହିଛନ୍ତି।
ଜଷ୍ଟିସ ମାନସ…