ଖାଲି ‘ସୁଭଦ୍ରା ଯୋଜନା’ ନୁହେଁ, ସୁରକ୍ଷିତ ଯାତ୍ରା ଦରକାର: ଆମ ବସ୍ରେ ମହିଳା ଯାତ୍ରୀଙ୍କ ନିରାପତ୍ତା…
ଭୁବନେଶ୍ୱର: କଟକ ଭୁବନେଶ୍ୱର ଯାତାୟାତ ପାଇଁ ଲୋକପ୍ରିୟ ହୋଇଥିବା 'ଆମ ବସ୍' ରେ ଯାତ୍ରା କରୁଥିବା ମହିଳା ଓ ଛାତ୍ରୀମାନେ ପ୍ରତିଦିନ ଅସଦାଚରଣ ଓ ନିର୍ଯାତନାର ଶିକାର ହେଉଛନ୍ତି। ଅସମ୍ଭାଳ ଭିଡ଼ର ସୁଯୋଗ ନେଇ କିଛି ଅସାମାଜିକ ପୁରୁଷ ଯାତ୍ରୀ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଥିବା ନେଇ…