ଦିଲ୍ଲୀ କାର ବିସ୍ଫୋରଣ; ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା ଏନଆଇଏ
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦିଲ୍ଲୀ କାର ବୋମା ବିସ୍ଫୋରଣର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଏହି ଟିମର ନେତୃତ୍ୱ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (SP) ଏବଂ ତା’ଠାରୁ ଅଧିକ ପଦର ଅଧିକାରୀ ନେବେ।
ଉଲ୍ଲେଖନୀୟ ଯେ, ଦିନକ ପୂର୍ବରୁ ଗୃହ…