ବିଜେଡିର କଳା ପୋଷାକ ପିନ୍ଧି ପ୍ରତିବାଦକୁ ନିନ୍ଦା କଲା ବିଜେପି
ଭୁବନେଶ୍ୱର: ବିଜେଡିର କଳା ପୋଷାକ ପିନ୍ଧି ପ୍ରତିବାଦକୁ ନିନ୍ଦା କଲା ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ବିଜେଡି ଚାହୁଁଛି ପୁଣି ଥରେ କଳା ସାମ୍ରାଜ୍ୟ ଚଲାଇବେ। ତେଣୁ ବିରୋଧୀ କୋକେଇ
ଶୋଭାଯାତ୍ରା, କଳା ପୋଷାକ ପିନ୍ଧି ପ୍ରତିବାଦ କରିବେ ହେଲେ ବିଧାନସଭାରେ ଆଲୋଚନା…