ସ୍ପେନ୍ରେ ରେଳ ଦୁର୍ଘଟଣାରେ ୬୯ ଜଣଙ୍କ ମୃତ୍ୟୁ ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା
ସ୍ପେନ୍ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାଦ୍ରିଦ୍ ନିକଟରେ ଘଟିଥିବା ଭୟଙ୍କର ହାଇ-ସ୍ପିଡ୍ ରେଳ ଦୁର୍ଘଟଣାରେ ୬୯ ଜଣଙ୍କର ମୃତ୍ୟୁ ପରେ ଦେଶର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଦୁଇଟି ବଡ଼ ରେଳ ଦୁର୍ଘଟଣା ଘଟିବା ପରେ ନୈତିକତା ଓ…