Latest Odisha News

BREAKING NEWS

Six Maoists Died: ୬ କ୍ୟାଡର ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟି ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଏହି ୬ ମୃତକଙ୍କ ମଧ୍ୟରେ ରହିଛନ୍ତି…

ଡିସେମ୍ବର ୧୭ ତାରିଖରେ ଓଟିଇଟି ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୧୭ ତାରିଖରେ ଓଟିଇଟି-୨୦୨୫ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ପରୀକ୍ଷା କରାଯିବ ।…

ଇଡେନ ଗାର୍ଡେନରେ ଦେଖିବାକୁ ମିଳିବ ରିଭର୍ସ ସୁଇଂର କମାଲ, ବୁମରାହଙ୍କୁ ନେଇ ଚିନ୍ତାରେ ଦକ୍ଷିଣ ଆଫ୍ରିକା

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଇଡେନ ଗାର୍ଡେନରେ ଆରମ୍ଭ ହେବ । ପ୍ରାରମ୍ଭିକ ପିଚ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଛି । ଖେଳ ଆଗକୁ ବଢ଼ିବା ସହ ପିଚରେ ସୁଇଂ ବିଶେଷ କରି ରିଭର୍ସ ସୁଇଂ ଦେଖିବାକୁ ମିଳିବ ବୋଲି…

ଇସଲାମାବାଦ ଜିଲ୍ଲା କୋର୍ଟ ବାହାରେ କାରରେ ବିସ୍ଫୋରଣ, ୧୨ ମୃତ

ଇସଲାମବାଦ: ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ । ପାକିସ୍ତାନର ଇସଲାମାବାଦରେ ଜିଲ୍ଲା କୋର୍ଟ ବାହାରେ ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଏକ କାରରେ ହୋଇଥିଲା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପାକିସ୍ତାନରେ ବିସ୍ଫୋରଣ ଅସାଧାରଣ ନୁହେଁ । ସେଠାରେ ବିସ୍ଫୋରଣ…

ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା; ତଦନ୍ତ କରିବ ସିବିଆଇ

ଭୁବନେଶ୍ୱର: ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଯାହାକୁ ବର୍ତ୍ତମାନ୍ ଅନୁମୋଦନ ମିଳିଥିବା ନେଇ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ,…

ଦିଲ୍ଲୀ ବିମାନବନ୍ଦରରେ ନିଶାଦ୍ରବ୍ୟ ଚୋରା ଚାଲାଣ ଉଦ୍ୟମ ପଣ୍ଡ, ୧୧ କିଲୋଗ୍ରାମ ଡ୍ରଗ୍ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ନକଲି NIA (ଜାତୀୟ ତଦନ୍ତ ସଂସ୍ଥା) ଅଧିକାରୀଙ୍କ ସମ୍ପୃକ୍ତି ଥିବା ଡ୍ରଗ୍ସ ଚାଲାଣ ମାମଲା ସାମ୍ନାକୁ ଆସିଛି । କଷ୍ଟମ୍ସ ଅଧିକାରୀମାନେ ବିମାନବନ୍ଦରରେ ଜଣେ ମହିଳାଙ୍କୁ ଗିରଫ କରିବା ସହିତ 11,350 କିଲୋ ହାଇଡ୍ରୋପୋନିକ୍ ବିଡ୍ ଜବତ କରିଛନ୍ତି ।…

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଆକର୍ଷଣୀୟ ଷ୍ଟଲ…

ପାରାଦୀପ: କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପାରାଦୀପର ବିଜୁ ମଇଦାନରେ ଏକ ଷ୍ଟଲ୍ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ ଏବଂ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ…

ନୂଆପଡା ଉପନିର୍ବାଚନ; ଦିନ ୩ଟା ସୁଦ୍ଧା ୬୫.୨୦% ମତଦାନ

ନୂଆପଡା: ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର ଏସ ଗୋପାଳନଙ୍କ କାର୍ଯ୍ୟାଳୟ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରଭାବଶାଳୀ ୬୫.୨୦% ମତଦାନ ହୋଇଛି। "ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ସମଗ୍ର ନିର୍ବାଚନମଣ୍ଡଳୀରେ ମତଦାନ ସୁଗମ ଏବଂ…

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ପାଇଁ ସ୍ୱତନ୍ତ୍ର କଏନ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ନଭେମ୍ବର ୧୪ରୁ ଏହି ସିରିଜ ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଓ ନେଲସେନ ମାଣ୍ଡେଲାଙ୍କ ନାମରେ ଏହି ସିରିଜକୁ ନାମିତ କରାଯାଇଛି । ରିପୋର୍ଟ ମୁତାବକ ଇଡେନଗାର୍ଡେନରେ ଖେଳାଯିବାକୁ ଥିବା…

Delhi Blast: “ପହଲଗାମ ପରେ ଏବେ ଦିଲ୍ଲୀ…୭ ମାସ ମଧ୍ୟରେ ୪୧ ଜଣ ଭାରତୀୟଙ୍କ ମୃତ୍ୟୁ, କିଏ…

ନୂଆଦିଲ୍ଲୀ: ଦିଲ୍ଲୀରେ ବିସ୍ଫୋରଣ ପରେ, ବିରୋଧୀ ଦଳ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ମାଗୁଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାଟ କହିଛନ୍ତି ଯେ ଅମିତ ଶାହ ଜଣେ ବିଫଳ ଗୃହମନ୍ତ୍ରୀ। ୭ ମାସରେ ୪୧ ଜଣ…