Latest Odisha News

BREAKING NEWS

Gelatin sticks Seized: ତରଭୁଜ ଗଦା ତଳୁ ବିସ୍ଫୋରକ ସାମଗ୍ରୀ ଜବତ;ଶହେଟି ବାକ୍ସରୁ ୧୮ ହଜାର ଜିଲାଟିନ୍ ଷ୍ଟିକ୍…

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ କେରଳର ପଲକ୍କଡରେ ଏକ ପିକଅପ୍ ଭ୍ୟାନରୁ ବିସ୍ଫୋରକ ଭର୍ତ୍ତି ୧୦୦ ରୁ ଅଧିକ ବାକ୍ସ ଜବତ କରାଯାଇଛି ।ପଲକ୍କଡ ଟାଉନ ସାଉଥ୍ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ଗାଡିରେ ଶହେ ରୁ ଅଧିକ ଜିଲାଟିନ୍ ଷ୍ଟିକ୍ ଏବଂ କୋଡିଏରୁ ଅଧିକ ଡିଟୋନେଟର…

ମଝି ସମୁଦ୍ରରେ ଓଡ଼ିଆ ଯୁବକ ନିଖୋଜ ଘଟଣା, କେନ୍ଦ୍ରର ୪ ବିଭାଗକୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ବର: ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ ଦ୍ୱାରା କ୍ୟାଡେଟ୍ ଭାବରେ ନିଯୁକ୍ତି ପାଇଥିବା ସାର୍ଥକ ଫେବୃଆରୀ ୩ ତାରିଖରୁ ନିଖୋଜ ଥିବା ନେଇ ସୋସିଆଲ ମିଡିଆରେ ଏବଂ ପରିବାର ତରଫରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଏହି ଘଟଣାରେ କେନ୍ଦ୍ରର ୪ ବିଭାଗକୁ ରାଜ୍ୟ ସରକାର ଚିଠି…

ଖୁବଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ୫ ତେଜସ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ପାଇଁ ପାଞ୍ଚଟି LCA Tejas Mk୧ଏ ଲଢ଼ୁଆ ବିମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ନେଇ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଗୁରୁବାର ଦିନ ସୂଚନା ପ୍ରଦାନ କରିଛି। ତେବେ ଆମେରିକା-ଭିତ୍ତିକ GE Aerospace ରୁ ଇଞ୍ଜିନ ବିତରଣରେ…

ପୂର୍ବରୁ ଭାରତ ସହ ଟ୍ରେଡ ଡିଲ୍ କେହି କରୁନଥିଲେ କିନ୍ତୁ ଏବେ…

ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିକଶିତ ଭାରତ ଦିଗରେ ଗତ ବର୍ଷ ଦେଶ ପାଇଁ ଦ୍ରୁତ ବିକାଶର ବର୍ଷ ପାଲଟିଛି। ଏହା ସମାଜର ପ୍ରତ୍ୟେକ ବର୍ଗର ଓ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି।…

ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ

ଭୁବନେଶ୍ୱର: ରାଉରକେଲାରେ ହେବାକୁ ଥିବା ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ ମିଳିଛି । ଗୁରୁବାର ୨୪ ଜଣିଆ ଦଳର ଘୋଷଣା କରାଯାଇଥିଲା । ଓଡିଶାର ଅମିତ ରୋହୀଦାସ(ଡିଫେଣ୍ଡର), ନୀଲମ ସଞ୍ଜୀପ ଖେସ(ଡିଫେଣ୍ଡର), ଅମନଦୀପ ଲାକ୍ରା(ଡିଫେଣ୍ଡର), ରୋଶନ…

Blast In Coal Mine: କୋଇଲା ଖଣିରେ ବଡ଼ ବିସ୍ଫୋରଣ; ୧୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଅନେକ ଫସି…

ଶିଲଂ: ଗୁରୁବାର ଦିନ ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପୂର୍ବ ଜୈନ୍ତିଆ ହିଲ୍ସ ଜିଲ୍ଲାର ଏକ ଗାଁରେ ଏକ ସନ୍ଦିଗ୍ଧ ବେଆଇନ କୋଇଲା ଖଣି ବିସ୍ଫୋରଣରେ ଷୋହଳ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପୋଲିସର ସୂଚନା ଅନୁଯାୟୀ, ଅନେକ ଶ୍ରମିକ ଏବେ ବି ଫସି…

ବେନ ଷ୍ଟୋକ୍ସ ଗୁରୁତର ଆଘାତପ୍ରାପ୍ତ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଉଭୟ ବ୍ୟାଟ ଓ ବଲରେ ସର୍ବଦା ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି । ଏବେ ଷ୍ଟୋକ୍ସ ପୂନର୍ବାର ଆଘାତ ସମସ୍ୟାରେ ପଡିଛନ୍ତି । ତାଙ୍କ ମୁହଁରେ ଜୋରରେ ଆଘାତ ଲାଗିଛି । ଏପରିକି ତାଙ୍କୁ ଚିହ୍ନିବା କଷ୍ଟକର ହେଉଛି । ଷ୍ଟୋକ୍ସ ଇନଷ୍ଟାଗ୍ରାମରେ…

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ସରକାର । ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ବର୍ତ୍ତମାନ ସେ ଉନ୍ନୟନ କମିଶନର ଅଛନ୍ତି । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହିତ ସେ…

ଆମ ସାଥୀ WhatsApp bot ବ୍ୟବସ୍ଥାର ଲୋକାର୍ପଣ; ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବା ଉପଲବ୍ଧ ହେବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲ୍‌ରେ ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ଏହାଦ୍ବାରା ଆଜିଠାରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲ୍‌ରେ ସବ୍‌-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲା। ଏଥିରେ…

ଗମ୍ଭୀର କୋଚ ହେବା ପରେ ଡ୍ରେସିଂ ରୁମରେ କଣ ପରିବର୍ତନ ହୋଇଛି କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଫେବୃୟାରୀ ୭ରୁ ଟି୨୦ ବିଶ୍ୱକପ ଆରମ୍ଭ ହେବ । ଟିମ ଇଣ୍ଡିଆ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଓହ୍ଲାଇବ । ୱାଙ୍ଖେଡରେ ଆମେରିକା ବିପକ୍ଷରେ ଭାରତ ୭ ତାରିଖରେ ତାର ଅଭିଯାନ ଆରମ୍ଭ କରିବ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦୃଢ଼ତର ସହକାରେ କହିଛନ୍ତି । ଏହି…