Latest Odisha News

BREAKING NEWS

Sonam Wangchuk Ends Hunger Strike:୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ;ଜେ.ପି. ନଡ୍ଡାଙ୍କ ସହ ଆଲୋଚନା…

ନୂଆଦିଲ୍ଲୀ:ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଶେଷରେ ୨୬ ଦିନ ପରେ ନିଜର ଅନଶନ ଭାଙ୍ଗିଛନ୍ତି। ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଜନ୍ତର ମନ୍ତରରେ ଚାଲିଥିବା ବିକ୍ଷୋଭ ମଧ୍ୟରେ, କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କୁ ଭେଟିଛନ୍ତି।…

Naresh Pal Gangwar: NEET ବିବାଦ ମଧ୍ୟରେ ନୂତନ ଶକ୍ଷା ସଚିବଙ୍କୁ ନିଯୁକ୍ତି;ନରେଶ ପାଲ ଗଙ୍ଗୱାରଙ୍କୁ ଦାୟିତ୍ୱ…

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦିଲ୍ଲୀରେ ବ୍ୟାପକ ବିକ୍ଷୋଭ ଚାଲିଥିବା ବେଳେ ଶିକ୍ଷା ସଚିବଙ୍କ ବଦଳି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଥିବା ବେଳେ, ତାଙ୍କ ସ୍ଥାନରେ ୧୯୯୪ ବ୍ୟାଚ୍‌ର ଆଇଏଏସ୍ (IAS) ଅଧିକାରୀ ନରେଶ…

Traffic Advisory For Puri:ବାହୁଡ଼ା ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ;ପୋଲିସ ସୂଚନା ମାନିବାକୁ କହିଲେ…

ପୁରୀ:ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପାଇଁ ପୁରୀରେ ବ୍ୟାପକ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଏପଟେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ରଥଯାତ୍ରା ଓଭରଲ୍ ଇନଚାର୍ଜ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ବାହୁଡ଼ା ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ । ସାଧାରଣତଃ ସୁନାବେଶରେ ୧୦ ଲକ୍ଷ…

Kusha Missile: ଓଡ଼ିଶା ଉପକୂଳରୁ ଲଙ୍ଗ୍ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ‘କୁଶା’ର ସଫଳ ପରୀକ୍ଷଣ;ଶତ୍ରୁପକ୍ଷର…

ଭୁବନେଶ୍ବର:ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଲଙ୍ଗରେଞ୍ଜ କୁଶ ମିସାଇଲର ସଫଳ ପରୀକ୍ଷଣ । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (DRDO)ପକ୍ଷରୁ ଆଜି ଓଡ଼ିଶା ଉପକୂଳସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ ‘କୁଶା’ (Kusha) ଦୂରଗାମୀ ବିଶିଷ୍ଟ ଭୂପୃଷ୍ଠରୁ ଆକାଶକୁ ମାର କରୁଥିବା…

Puri Rath Yatra:ବାହୁଡ଼ା ଯାତ୍ରା ଅବସରରେ ଭକ୍ତଙ୍କ ନିମନ୍ତେ ଗଡ଼ିବ ସ୍ଵତନ୍ତ୍ର ୬୫ ଆମ ବସ୍

ପୁରୀ:ରାତି ପାହିଲେ ବାହୁଡିବେ ମହାବାହୁ । ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ, ଆରାମଦାୟକ ଯାତାୟାତ ସୁନିଶ୍ଚିତ କରିବା ପାଇଁ କ୍ରୁଟ ପକ୍ଷରୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ପୁରୀକୁ ସଂଯୋଗ କରୁଥିବା ବିଭିନ୍ନ ସ୍ୱତନ୍ତ୍ର ରୁଟ୍ ରେ ୫୦ଟି ଆମ…

ରାଜ୍ୟଗୋଷ୍ଠୀ କ୍ରୀଡା: ଉଦଘାଟନୀ ସମାରୋହ ପୂର୍ବରୁ ପଦକ ନିଶ୍ଚିତ କଲା ଭାରତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବା ପୂର୍ବରୁ ବକ୍ସିଂରେ ଭାରତ ଏକ ପଦକ ନିଶ୍ଚିତ କରିଛି । ଅଲିମ୍ପିକ ପଦକ ବିଜେତା ମହିଳା ବକ୍ସର ଲଭଲୀନା ବୋରଗୋହେନ ୭୫ କିଗ୍ରା ବିଭାଗରେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିବାରୁ ଭାରତର ପ୍ରଥମ ପଦକ ନିଶ୍ଚିତ ହୋଇଯାଇଛି । ଲଭଲୀନାଙ୍କ…

ମହାନଦୀ ଜଳ ବିବାଦ: ସମାଧାନର ଆଶା, ଆପୋଷ ବୁଝାମଣା ପାଇଁ ଓଡ଼ିଶା ଓ ଛତିଶଗଡ଼ର ସମ୍ମତି

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ଏହି ଅନ୍ତଃରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଆପୋଷ ବୁଝାମଣା ଏବଂ ଆଲୋଚନା ମାଧ୍ୟମରେ ସମାଧାନର ପଥ ବାଛିଛନ୍ତି। ଏହି ପରିପ୍ରେକ୍ଷୀରେ…

ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ଅନୁମୋଦନ; ପବିତ୍ର ନାମର ଅନଧିକୃତ ବ୍ୟବହାର ବନ୍ଦ ହେବ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦିଗରେ ବଡ଼ ସଫଳତା । ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ । ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ୨ୟ ପର୍ଯ୍ୟାୟରେ ଆଉ ୫ଟି ଟ୍ରେଡ୍ ମାର୍କ ଅନୁମୋଦିତ ହୋଇଛି । ଏହି ଟ୍ରେଡ୍ ମାର୍କଗୁଡ଼ିକ ହେଲା…

ପ୍ରଥମ ଟି୨୦: ବୈଭବଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଜିମ୍ବାୱେ ବିପକ୍ଷରେ ଭାରତର ଏକତରଫା ବିଜୟ

ହରାରେ: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଦଳରେ ଭାରତ ୭ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୭ ୱିକେଟ ବିନିମୟରେ ୧୨୫ ରନ କରିବାକୁ…

ଇସ୍କନର ‘ଅଦିନିଆ ରଥଯାତ୍ରା’ ବିବାଦ: ପୁରୀ ଗଜପତିଙ୍କ ନିବେଦନକୁ ଗ୍ରହଣ କଲା ଇସ୍କନ-ବାଙ୍ଗାଲୋର, ହେବ…

ପୁରୀ/ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଇସ୍କନ ପକ୍ଷରୁ କରାଯାଉଥିବା 'ଅଦିନିଆ ରଥଯାତ୍ରା'କୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପୁରୀ ଶ୍ରୀମନ୍ଦିରର ସର୍ବୋଚ୍ଚ ସେବାୟତ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ…