Scorpion Venom: ବିଷ ବଞ୍ଚାଇବ ଜୀବନ…ଦାମ କୋଟି କୋଟି ଟଙ୍କା!
ନୂଆଦିଲ୍ଲୀ: ବିଷ ବଞ୍ଚାଇବ ଜୀବନ?
ବୁନ୍ଦାଏ ବିଷକୁ ଲକ୍ଷ ଲକ୍ଷ ଟଙ୍କା!
ବିଷ… ଯାହାକୁ ଲୋକେ ଜୀବନ ହାରିବା ପାଇଁ ଖାଆନ୍ତି, ଯାହାର ଟିକିଏ ବି ମାତ୍ରା ଆମ ଶରୀର ପାଇଁ ମରଣାନ୍ତକ ହୋଇପାରେ, ସେହି ବିଷ ଏବେ ଜୀବନ ବଞ୍ଚାଇବ! ଆଉ ଏହି ବିଷର ଦାମ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।…