Latest Odisha News

BREAKING NEWS

ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ଡରାଉଛି ସ୍କ୍ରବ୍ ଟାଇଫସ୍। ଓଡ଼ିଶାକୁ ପୁଣି ଫେରିଲାଣି ସ୍କ୍ରବ୍ ଟାଇଫସ୍ ରୋଗ। ରାଜ୍ୟରେ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେହିପରି ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର…

ସାବଧାନ! ରାଜଧାନୀରେ ବୁଲୁଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ: ନକଲି ସୁନା ବଦଳାଇ ନେଉଛନ୍ତି ଅସଲି ସୁନା

ଭୁବନେଶ୍ୱର: ହାଇପ୍ରୋଫାଇଲ ଅନ୍ଦାଜରେ ସୁନା ଠକେଇ। ନକଲି ସୁନା ବଦଳାଇ ଅସଲି ସୁନା ନେଇ ଠକୁଛନ୍ତି ନଣନ୍ଦ-ଭାଉଜ। ରାଜଧାନୀରେ ବୁଲୁଛନ୍ତି ଏହି ଲେଡି ଲୁଟେରା ଗ୍ୟାଙ୍ଗ । ଗ୍ଲାମର ଚେହେରାରେ ଗହଣା ଦୋକାନୀଙ୍କୁ ଦେଉଛନ୍ତି ଚକମା । ଖାଦମିଶା ସୁନା ଧରି ବଦଳାଇ ନେଉଛନ୍ତି ଅସଲି ସୁନା ।…

ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା: ୩୨୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା। ଏପର୍ଯ୍ୟନ୍ତ ୫୮୭…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ହେବ ଲଘୁଚାପ, ପୁଣି ବଢିବ ବର୍ଷାର ପ୍ରକୋପ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପୁଣି ଡରାଉଛି ଲଘୁଚାପ ବର୍ଷା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ଆଜି ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷକରି ଉତ୍ତର ଓଡ଼ିଶା,…

ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମକୁ ଟକ୍କର ଦେବ ‘କ୍ଲବ୍’ ଆପ୍: କମ୍ ଫଲୋଅର୍ସ ଥାଇ ବି କ୍ରିଏଟର କରିପାରିବେ…

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରୁ ରୋଜଗାର କରିବା ଶୁଣିବାକୁ ଯେତିକି ସହଜ ଲାଗେ, ବାସ୍ତବରେ ତାହା ସେତିକି ସିଧାସଳଖ ନୁହେଁ। ୟୁଟ୍ୟୁବ୍ ହେଉ କିମ୍ବା ଇନଷ୍ଟାଗ୍ରାମ୍, ଟଙ୍କା ରୋଜଗାର କରିବା ପାଇଁ ଲକ୍ଷ ଲକ୍ଷ ଭ୍ୟୁଜ୍ ଏବଂ ଅନେକ ସର୍ତ୍ତାବଳୀ ପୂରଣ କରିବାକୁ ପଡ଼ିଥାଏ । ତେବେ ଏହି ପାରମ୍ପରିକ…

ସ୍ୱାମୀ ବିବେକାନନ୍ଦଙ୍କ ନୀତିବାଣୀ: ନିଜ ଭିତରୁ ଆଜି ହିଁ ଦୂର କରନ୍ତୁ ଏହି ୪ଟି ନକାରାତ୍ମକ ଚିନ୍ତାଧାରା

ସ୍ୱାମୀ ବିବେକାନନ୍ଦ ସର୍ବଦା ବିଶ୍ୱାସ କରୁଥିଲେ ଯେ ମଣିଷର ପ୍ରକୃତ ଶକ୍ତି ତା'ର ଶାରୀରିକ ବଳରେ ନୁହେଁ, ବରଂ ତା'ର ଚିନ୍ତାଧାରାରେ ନିହିତ। ଯଦି ଜଣେ ବ୍ୟକ୍ତିର ମାନସିକତା ସକାରାତ୍ମକ, ଆତ୍ମବିଶ୍ୱାସରେ ଭରା ଏବଂ ଲକ୍ଷ୍ୟ ପ୍ରତି ସମର୍ପିତ ହୋଇଥାଏ, ତେବେ କୌଣସି ପ୍ରତିକୂଳ ପରିସ୍ଥିତି ତା'ର…

ବିମାନବନ୍ଦରରେ ଆତଙ୍କ: ଲ୍ୟାଣ୍ଡିଂ ସମୟରେ ଟାୟାର ବିସ୍ଫୋରଣ

ବିଳାସପୁର: ଛତିଶଗଡ଼ର ବିଳାସପୁର ସ୍ଥିତ ବିଲାସା ଦେବୀ କେଭଟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଆଲାଏନ୍ସ ଏୟାରର ଏକ ଯାତ୍ରୀବାହୀ ବିମାନ ରନୱେରେ ଅବତରଣ କରୁଥିବା ସମୟରେ ହଠାତ୍ ଏହାର ଏକ ଟାୟାର ଫାଟିଯାଇଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ…

ପବିତ୍ର ତୀର୍ଥରେ ଅକାଳ ବିଦାୟ: ଗୀତାଠାରୁ ଗରୁଡ଼ ପୁରାଣ ଯାଏଁ, କ’ଣ ରହିଛି ଆଧ୍ୟାତ୍ମିକ ବିଶ୍ୱାସ?

ନୂଆଦିଲ୍ଲୀ: ନେପାଳ-ତିବ୍ବତ ସୀମାରେ ହଠାତ୍ ଆସିଥିବା ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ଏବେ ବ୍ୟାପକ ଧ୍ୱଂସଲୀଳା ରଚିଛି। ବିପୁଳ ପରିମାଣର ଭିତ୍ତିଭୂମି ନଷ୍ଟ ହେବା ସହ ଅନେକ ଲୋକଙ୍କର ଜୀବନହାନି ଘଟିଛି। ସବୁଠାରୁ ଦୁଃଖର ବିଷୟ ହେଉଛି, ଏହି ପ୍ରାକୃତିକ ବିପର୍ଯ୍ୟୟ ଏପରି ଏକ ସମୟରେ ଆସିଛି ଯେତେବେଳେ…

୬ ବର୍ଷ ପରେ ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ? ଇଲେକ୍ଟ୍ରିକ୍ ଗାଡ଼ି ଓ ରପ୍ତାନି କ୍ଷେତ୍ର ପାଇଁ ନୂଆ ଢାଞ୍ଚା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲଗାତାର ଟାରିଫ୍ ଧମକ ଏବଂ ଋଷିଆଠାରୁ ତୈଳ କ୍ରୟକୁ ନେଇ ଆସୁଥିବା ଚେତାବନୀ ମଧ୍ୟରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱ ବାଣିଜ୍ୟ ଗ୍ଲୋବାଲ୍ ସପ୍ଲାଇ ଚେନରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଭାରତ ଓ ଚୀନ୍ ଏବେ ହାତ…

Indian Pilgrims Recall Nepal Horror:’ବନ୍ୟାଜଳ ମାତ୍ର ୧୦୦ ମିଟର ଦୂରରେ ଥିଲା; ଭଗବାନ…

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନେପାଳରୁ ଉଦ୍ଧାର ହୋଇ…