Latest Odisha News

BREAKING NEWS

ଏପ୍ରିଲ ୬ରୁ ସକାଳୁଆ ଅଦାଲତ

କଟକ: ଏପ୍ରିଲ ୬ ତାରିଖ ସୋମବାରଠାରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ନିମ୍ନ ଅଦାଲତ ସକାଳୁଆ ହେବ। ସକାଳ ୭ରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ସକାଳ ୭ଟା ୩୦ରେ କୋର୍ଟ ଆରମ୍ଭ ହେବ ଏବଂ ଦିନ ୧୦ଟାରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବିରତି ରହିବ। ଗ୍ରୀଷ୍ମ ଅବକାଶ…

ଏୟାର ଇଣ୍ଡିଆ-ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଜି ପଶ୍ଚିମ ଏସିଆ ଅଂଚଳରୁ ୨୬ ଉଡାଣ କରିବେ ସଂଚାଳିତ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ଏୟାରଲାଇନ୍ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଶି ଆଜି ପଶ୍ଚିମ ଏସିଆ ଅଞ୍ଚଳକୁ ଯାଇଥିବା ଓ ଆସୁଥିବା ମୋଟ ୨୬ଟି ନିର୍ଦ୍ଧାରିତ ଓ ଅନିର୍ଦ୍ଧାରିତ ଉଡାଣ ଚାଲୁ କରିବେ। ଏହି ସୂଚନା ଏୟାର ଇଣ୍ଡିଆ ଏକ୍ସ ପୋଷ୍ଟରେ ଦେଇଛି। କମ୍ପାନୀ…

ସୁରଟରୁ ହଜାର ହଜାର ଓଡ଼ିଆ ଶ୍ରମିକ ଗଞ୍ଜାମ ଜିଲ୍ଲା ଫେରୁଛନ୍ତି

ଗଂଜାମ: ସୁରଟରୁ ଦଣ୍ଡ ଯାତ୍ରା ସମୟରେ ହଜାର ହଜାର ଓଡିଆ ଶ୍ରମିକ କିଛି ଦିନ ହେଲା ପ୍ରତିଦିନ ଗଂଜାମ ଫେରୁଛନ୍ତି । ଦଣ୍ଡ ଯାତ୍ରା ସାଙ୍ଗକୁ ସୁରଟରେ ରନ୍ଧନ ଗ୍ୟାସ୍ ମିଳିବା ସମସ୍ୟା ସୃଷ୍ଟି ହୋଇଥିବାରୁ ପ୍ରତିଦିନ ବସ୍ ଓ ଟ୍ରେନରେ ହଜାର ହଜାର ଶ୍ରମିକ ଫେରୁଛନ୍ତି । ଏତେ ସଂଖ୍ୟକ ଶ୍ରମିକ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା। ମହାକାଳଙ୍କ କୃପାରେ ଆପଣ…

Trump 15-point ceasefire plan to Iran: ଟ୍ରମ୍ପଙ୍କ ୧୫-ସୂତ୍ରୀ ଯୁଦ୍ଧବିରତି ଯୋଜନା ଉପରେ ନିଜର ସର୍ତ୍ତ ରଖିଲା…

ନୂଆଦିଲ୍ଲୀ: ପାଞ୍ଚ ଦିନ ପାଇଁ ଇରାନ ଉପରେ ଆକ୍ରମଣ କରିବେ ନାହିଁ ବୋଲି ଘୋଷଣା କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ୧୫-ସୂତ୍ରୀ ଯୁଦ୍ଧବିରତି ଯୋଜନା ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବର ରୂପରେଖା ସହିତ ପରିଚିତ ଜଣେ ବ୍ୟକ୍ତି ମଙ୍ଗଳବାର ବିଳମ୍ବିତ ରାତିରେ ଏହି…

ଇରାନକୁ ଶୀଘ୍ର ଶାନ୍ତି ବାର୍ତ୍ତା ଆରମ୍ଭ କରିବାକୁ ଚୀନର ଅପିଲ

ବେଜିଂ/ତେହରାନ: ପଶ୍ଚିମ ଏସିଆରେ ଚାଲୁଥିବା ବିବାଦ ମଧ୍ୟରେ ୱାଙ୍ଗ ଇୟି ଅବ୍ବାସ ଆରାଘଚି ସହ ଫୋନରେ କଥାହୋଇ ଶୀଘ୍ର ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ କରିଛନ୍ତି। ଚୀନର ବିଦେଶ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ପକ୍ଷକୁ ପ୍ରତ୍ୟେକ ସୁଯୋଗର ସଦବ୍ୟବହାର କରି…

ରାଜସ୍ଥାନ ରୟାଲ୍ସ ପରେ ରେକର୍ଡ ଦରରେ ବିକ୍ରି ହେଲା ଆରସିବି

ନୂଆଦିଲ୍ଲୀ: ଆଇପିଏଲ ୧୯ତମ ସିଜନ ପୂର୍ବରୁ ୨ଟି ଟିମ ବିକ୍ରି ହୋଇଛି । ରାଜସ୍ଥାନ ରୟାଲ୍ସ ଆମେରିକୀୟ ବ୍ୟବସାୟୀ କୋଲ ସୋମାନୀ ୧୫୨୮୬ କୋଟି ଟଙ୍କାରେ କିଣିଥିବା ବେଳେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ରେକର୍ଡ ଦରରେ ବିକ୍ରି ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ, ଦି ଟାଇମ୍ସ ଅଫ ଇଣ୍ଡିଆ…

୪ ଦଫା ଦାବି ନେଇ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ୪ ଦଫା ଦାବି ନେଇ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ପାଳନ। ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସ୍କୁଲ୍‌, କଲେଜ, ଅଫିସ୍, ଦୋକାନ ବଜାର ବନ୍ଦ ଓ ଗାଡ଼ି ଚଳଚଳ ଠପ୍। ମଣ୍ଡିରୁ ଧାନ ଉଠାଇବା, ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ ଦାବିରେ ଏହି ବନ୍ଦ ଡକରା…

ବଙ୍ଗଳା ରାଜନୀତିରେ ହଲଚଲ: ଏକାଧିକ ପଦବୀରୁ ଇସ୍ତଫା ଦେଲେ ମମତା ବାନାର୍ଜୀ

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟରେ ଏକ ବଡ଼ ରାଜନୈତିକ ହଲଚଲ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର (୨୪ ମାର୍ଚ୍ଚ, ୨୦୨୬) ବିଭିନ୍ନ ରାଜ୍ୟ ବିଭାଗ ଏବଂ ସମ୍ପୃକ୍ତ ସଂସ୍ଥାର ୨୩ଟି ପଦବୀ ଏବଂ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନୀ…

Middle East Conflict: ପାକିସ୍ତାନ ଭରସାରେ ଟ୍ରମ୍ପ, ଶାହବାଜ ଟେବୁଲରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ପଡ଼ିବ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବିରାମ? ଶାହବାଜ ଟେବୁଲରେ ହେବ ନିଷ୍ପତ୍ତି ପାକିସ୍ତାନ ହାତରେ ପଡ଼ିବ ପୂର୍ଣ୍ଣଚ୍ଛେଦ? ଶାହବାଜଙ୍କୁ ଆଶ୍ରା କରିଛନ୍ତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଡାକିଲେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଶାନ୍ତିର ପଥ ପାକିସ୍ତାନ ଦେଇ…