Latest Odisha News

BREAKING NEWS

ଟ୍ରଲରରୁ ୩୦ କୁଇଣ୍ଟାଲ ମାଛ ଜବତ; ୯ ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ମରା ହେଉଥିଲା ବେଆଇନ ମାଛ । ତେବେ ଅଭୟାରଣ୍ୟରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ହାତରେ ଧରା ପଡ଼ିଲା ମାଛ ଟ୍ରଲର । ଉକ୍ତ ଟ୍ରଲର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ । ଟ୍ରଲରର ନାଁ ଡେଜ୍ । ଅଭୟାରଣ୍ୟର ୧୦…

ମାଇକେଲ ଜ୍ୟାକସନଙ୍କ ବାୟୋପିକ ଟ୍ରେଲର ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ: କିଙ୍ଗ ଅଫ ପପ ମାଇକେଲ ଜ୍ୟାକସନଙ୍କ ବାୟୋପିକର ଟ୍ରେଲର ଏବେ ଝଡ ସୃଷ୍ଟି କରିଛି । ମାଇକେଲ ନାମକ ଏହି ଫିଲ୍ମର ଟ୍ରେଲରକୁ ୨୪ ଘଂଟା ମଧ୍ୟରେ ରେକର୍ଡ ୧୧୬ ମିଲିୟନ ଭ୍ୟୁଜ ମିଳିଛି । ଏହି ଫିଲ୍ମ ଆସନ୍ତା ବର୍ଷ ରିିଲିଜ ହେବ । ମ୍ୟୁଜିକ ଦୁନିଆରେ ସାରା ବିଶ୍ୱରେ ସେ ଏକ ସ୍ୱତନ୍ତ୍ର…

11th Technical Session: ସ୍ଥାୟୀ ସଡ଼କ ପରିଚାଳନା ବ୍ୟବସ୍ଥା ପାଇଁ ନୂତନ ସମାଧାନ ସୂତ୍ର…

ଭୁବନେଶ୍ବର: ଆଇଆରସି ବାର୍ଷିକ ଅଧିବେଶନର ଏକାଦଶତମ ବୈଷୟିକ ଅଧିବେଶନରେ ପ୍ରମୁଖ ଅବସ୍ଥାପନା ସଂସ୍ଥାଗୁଡ଼ିକର ଅଧିକାରୀ ଓ ଇଞ୍ଜିନିୟରମାନଙ୍କ ଦ୍ୱାରା ପେପର ଉପସ୍ଥାପନା ସହ ସଡ଼କ ବିକାଶ ଓ ପରିଚାଳନାର କାର୍ଯ୍ୟକୁଶଳତା ଆଦି ବିଭିନ୍ନ ପ୍ରାସଙ୍ଗିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ…

Cuttack Building Collapse: କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟଣା:୨୪ ଘଣ୍ଟାରେ ରିପୋର୍ଟ ମାଗିଲେ ଜିଲ୍ଲାପାଳ

କଟକ:କଟକ ମଣିସାହୁ ଛକରେ ଘଟିଥିବା ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ପୁରୁଣା କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ି ଗୋଟିଏ ପରିବାରର ୩ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇଛି । କଟକ ମଣିସାହୁ ଛକରେ କୋଠାଭାଙ୍ଗି ୩ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଲେ ଜିଲ୍ଲାପାଳ…

ବିହାର ନିର୍ବାଚନରେ ପିକେ କରିବେ ଖେଳ? ରୋଚକ ହେଉଛି ରାଜନୀତି

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଭୂମିକାକୁ ନେଇ ଆଲୋଚନା ଜୋର୍ ଧରୁଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ବିଶ୍ଳେଷଣ ହେଉଛି। ଏହିକ୍ରମରେ ରବିବାର ସନ୍ଧ୍ୟାରେ NDTVରେ ବିଭିନ୍ନ ନିର୍ବାଚନ ବିଶେଷଜ୍ଞ ଓ ନେତାଙ୍କ ସହ ବିଶେଷ ଆଲୋଚନା ହୋଇଥିଲା। ଏଥିରେ ପ୍ରଶାନ୍ତ…

ମର୍ଯ୍ୟାଦାପୂର୍ଣ୍ଣ ନଦୀୟା ବିହାରୀ ମହାନ୍ତି ସ୍ମୃତି ପୁରସ୍କାର ୨୦୨୫ ପାଇଁ ଡକ୍ଟର ମନୀନ୍ଦ୍ର ମହାନ୍ତି ମନୋନୀତ

କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାରସ୍ବତ ସାଧକ ଡ଼ ମନୀନ୍ଦ୍ର ମହାନ୍ତି ଚଳିତ ୨୦୨୫ ମସିହାର ମର୍ଯ୍ୟାଦାପୂର୍ଣ୍ଣ ନଦୀୟା ବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଓଡିଶାର ପୁରାତନ ଶିଶୁ ସାହିତ୍ୟ ଅନୁଷ୍ଠାନ “ଧ୍ରୁବତାରା” ଓ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ…

ମାତ୍ର ୫ ମିନିଟରେ ବ୍ଲଡ୍ ପ୍ରେସର୍ ବଢାଇ ଦେବ ଏହି ତିନୋଟି ଜିନିଷ, ଖାଇବା ପୂର୍ବରୁ ୧୦୦ ଥର ଭାବନ୍ତୁ

ଭୁବନେଶ୍ୱର: ଆଜିକାଲିର ଜୀବନଶୈଳୀରେ ହାଇ ବ୍ଲଡ୍ ପ୍ରେସର୍ (ଉଚ୍ଚ ରକ୍ତଚାପ) ଏକ ସାଧାରଣ କଥା ହୋଇଗଲାଣି। ହେଲେ ଏହା ଯେ କେତେବେଳେ ଜୀବନ ବି ନେଇପାରେ ସେ କଥା ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ। ଏହାକୁ ‘ନୀରବ ଘାତକ’ କୁହାଯାଏ କାରଣ ଏହାର ଲକ୍ଷଣଗୁଡ଼ିକ ଧୀରେ ଧୀରେ ପ୍ରକାଶ ପାଏ, କିନ୍ତୁ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ; ଅପରାହ୍ନ ୪ରୁ ନୀରବ ଅବଧି ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ପ୍ରଚାର ସରୁଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ୍ କହିଛନ୍ତି, ଅପରାହ୍ନ ୪ଟାରୁ ନୀରବ ଅବଧି ଆରମ୍ଭ ହୋଇଛି । ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ସେମାନେ ଜିଲ୍ଲା ଛାଡି ଦେଇଛନ୍ତି । ସାଇଲେଣ୍ଟ ଆୱାରରେ ଏକାକୀ ପ୍ରାର୍ଥୀ…

Chit Fund Fraud Case: ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲା: ୪ଟି ସ୍ଥାନରେ ରେଡ୍, ମିଳିଲା ନଗଦ ୮୪ ଲକ୍ଷ ଟଙ୍କା

ଭୁବନେଶ୍ବର: ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ଇଡିର ଚଢ଼ଉ ମାମଲା। ମାଲିକ ପ୍ରଦୀପଙ୍କ ଘରୁ ମିଳିଲା ନଗଦ ୮୪ ଲକ୍ଷ। ମନି ଲଣ୍ଡରିଂ ନିବାରଣ ଆଇନ୍ ୨୦୦୨ (ପିଏମ୍ଏଲଏ) ଅନୁସାରେ ବ୍ରହ୍ମପୁରର ୪ ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଇଡିକୁ ହିସାବ ବିହୀନ ୮୪.୨୦…

ରଣଜୀ ଟ୍ରଫି: ବିଦର୍ଭ ୨୮୯, ଓଡିଶା ୧୨୨/୬

ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂର୍ବଭଳି ଚିରାଚରିତ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ବିଦର୍ଭକୁ ୨୮୬ ରନରେ ଅଲଆଉଟ କରିବା ପରେ ଓଡିଶା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୧୨୨ ରନ କରି ବିପଦରେ ପଡିଛି । ଗୋବିନ୍ଦ ପୋଦ୍ଦାର ୧୭ ଓ ସମ୍ବିତ ବରାଳ ୨ ରନ କରି ଅପରାଜିତ ଅଛନ୍ତି…