Latest Odisha News

BREAKING NEWS

Chit Fund Fraud Case: ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲା: ୪ଟି ସ୍ଥାନରେ ରେଡ୍, ମିଳିଲା ନଗଦ ୮୪ ଲକ୍ଷ ଟଙ୍କା

ଭୁବନେଶ୍ବର: ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ଇଡିର ଚଢ଼ଉ ମାମଲା। ମାଲିକ ପ୍ରଦୀପଙ୍କ ଘରୁ ମିଳିଲା ନଗଦ ୮୪ ଲକ୍ଷ। ମନି ଲଣ୍ଡରିଂ ନିବାରଣ ଆଇନ୍ ୨୦୦୨ (ପିଏମ୍ଏଲଏ) ଅନୁସାରେ ବ୍ରହ୍ମପୁରର ୪ ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଇଡିକୁ ହିସାବ ବିହୀନ ୮୪.୨୦…

ରଣଜୀ ଟ୍ରଫି: ବିଦର୍ଭ ୨୮୯, ଓଡିଶା ୧୨୨/୬

ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂର୍ବଭଳି ଚିରାଚରିତ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ବିଦର୍ଭକୁ ୨୮୬ ରନରେ ଅଲଆଉଟ କରିବା ପରେ ଓଡିଶା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୧୨୨ ରନ କରି ବିପଦରେ ପଡିଛି । ଗୋବିନ୍ଦ ପୋଦ୍ଦାର ୧୭ ଓ ସମ୍ବିତ ବରାଳ ୨ ରନ କରି ଅପରାଜିତ ଅଛନ୍ତି…

ଆବର୍ଜନା ବିକିଲେ ମୋଦି ସରକାର, ଚନ୍ଦ୍ରାୟନ-୩ ବଜେଟଠୁ ଅଧିକ ଆୟ

ନୂଆଦିଲ୍ଲୀ: ମୋଦି ସରକାର ଗତ ଏକ ମାସ ମଧ୍ୟରେ ସ୍କ୍ରାପ୍ ବିକ୍ରୟ କରି ୮୦୦ କୋଟି ଟଙ୍କା ରୋଜଗାର କରିଛନ୍ତି।ଯାହାକି ଚନ୍ଦ୍ରାୟନ-୩ର ବଜେଟ ଠାରୁ ମଧ୍ୟ ଅଧିକ ଅଟେ। ଏହି ଚନ୍ଦ୍ରୟାନ-୩ ମୂଲ୍ୟ ୬୧୫ କୋଟି ଥିବା ନେଇ ଜଣାପଡ଼ିଛି। ଏହି ଅଭିଯାନ ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ…

ମ୍ୟାନ୍ ଅଫ୍ ଦି ମ୍ୟାଚକୁ ମିଳିଥାଏ କେତେ ଟଙ୍କା? ମ୍ୟାଚ୍ ଫିସଠୁ ଅଧିକ ନା କମ…

ନୂଆଦିଲ୍ଲୀ : ନିକଟରେ ମହିଳା ଓ୍ବାନଡେ ବିଶ୍ୱକପ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି। ଫାଇନାଲ୍ ମ୍ୟାଚ୍‌ରେ ଶେଫାଳୀ ବର୍ମା ଧମାକାଦାର ଇନିଂସ୍ ଖେଳି ଭାରତକୁ ବିଶ୍ୱ ବିଜେତା ବନାଇଥିଲେ। ଏହି ମ୍ୟାଚ୍‌ରେ ଶେଫାଳୀଙ୍କ ଅସାଧାରଣ ପ୍ରଦର୍ଶନ…

Third Degree Police Torture: ମୋବାଇଲ ଚୋରି ସନ୍ଦେହରେ ଥାନାରେ ନାବାଳକକୁ ଥାର୍ଡ ଡିଗ୍ରି

ଭଦ୍ରକ: ଥାନାରେ ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ। ମୋବାଇଲ ଚୋରି ସନ୍ଦେହରେ ନାବାଳକକୁ ଅମାନୁଷିକ ନିର୍ଯ୍ୟାତନା ଅଭିଯୋଗ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ। ଏହି ଥାନା ବିରୋଧରେ ଆସିଛି ଏହି ସଙ୍ଗୀନ ଅଭିଯୋଗ। ଗୁରୁତର ଅବସ୍ଥାରେ ନାବାଳକ ଭଦ୍ରକ ମେଡିକାଲରେ ଭର୍ତ୍ତି…

ମାନବିକତାର ପରିଚୟ ଦେଲେ ମହିଳା କନଷ୍ଟେବଳ, ଦେଢ଼ ମାସର ଶିଶୁକୁ କୋଳରେ ଧରି ମା’କୁ ପରୀକ୍ଷା ଦେବାର ସୁଯୋଗ ଦେଲେ

ମାଲକାନଗିରି: ମାନବିକତାର ପରିଚୟ ଦେଇଛନ୍ତି ଜଣେ ମହିଳା କନଷ୍ଟେବଳ । ସୁରକ୍ଷା ଦାୟିତ୍ବ ତୁଲାଇବା ସହ ଆଉ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ। ଏଭଳି କିଛି ଦେଖିବାକୁ ମାଲକାନଗିରି ବିବିଗୁଡା ପରୀକ୍ଷା କେନ୍ଦ୍ରରେ। ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ମହିଳା…

ମେଘାଳୟର ଆକାଶ ଚୌଧୁରୀ ରଚିଲେ ଇତିହାସ, ମାରିଲେ କ୍ରମାଗତ ୮ ଛକା

ନୂଆଦିଲ୍ଲୀ: ମେଘାଳୟର ଆକାଶ ଚୌଧୁରୀ ରବିବାର ଇତିହାସ ରଚିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଓଭରରେ ୬ଟି ଛକା ଓ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମାତ୍ର ୧୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ଇନିଂସରେ ସେ କ୍ରମାଗତ ୮ଟି ବଲରେ ୮ଟି…

ଆମେରିକାକୁ ଋଷର ନାଲି ଆଖି, ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କଲା ରୁଷିଆ

ମସ୍କୋ: ଆମେରିକାକୁ ଋଷର ନାଲି ଆଖି। କାରଣ ଆମେରିକା ପରେ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କଲା ରୁଷିଆ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ପରମାଣୁ ପରୀକ୍ଷଣ ବିଷୟରେ କହିଥିଲେ, କିନ୍ତୁ ଏବେ ରୁଷିଆ ଏକ ପରମାଣୁ ପରୀକ୍ଷଣ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛି।…

ଭୁବନେଶ୍ବରରେ ଖୁବଶୀଘ୍ର ହେବ ଗୁପଚୁପ୍ ବଜାର: ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ନିକଟରେ ଖୁବ୍ ଶୀଘ୍ର ଏକ ସମର୍ପିତ ଗୁପଚୁପ୍ ବଜାର ପ୍ରତିଷ୍ଠା ହେବ। ଗଣମାଧ୍ୟମ ସହିତ ଆଲୋଚନା ବେଳେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ ଡିଏମ୍ ସ୍କୁଲ ସମ୍ମୁଖରେ ଏକ ଅବ୍ୟବହୃତ ଜମିକୁ ପରୀକ୍ଷାମୂଳକ ଭାବରେ ସହରର…

ବଡ ଷଡଯନ୍ତ୍ର କରୁଛନ୍ତି କି ଅସୀମ ମୁନିର… କାହିଁକି ବାଂଲାଦେଶରେ ପହଞ୍ଚିଲା ପାକିସ୍ତାନୀ ଯୁଦ୍ଧଜାହାଜ?

ନୂଆଦିଲ୍ଲୀ: ପାକିସ୍ତାନୀ ନୌସେନା ଯୁଦ୍ଧଜାହାଜ PNF SAIF ବାଂଲାଦେଶର ଚିଟାଗଙ୍ଗ ବନ୍ଦରରେ ପହଞ୍ଚିଛି। ବାଂଲାଦେଶ ନୌସେନା ଚାରି ଦିନିଆ ସଦିଚ୍ଛା ଗସ୍ତରେ ଯୁଦ୍ଧଜାହାଜକୁ ସ୍ୱାଗତ କରିଛି। ରିପୋର୍ଟ ଅନୁଯାୟୀ, ଜାହାଜଟି କ୍ୟାପ୍ଟେନ ଶୁଜାତ ଆବାସ ରାଜାଙ୍କ ନେତୃତ୍ୱରେ ବନ୍ଦରରେ ପହଞ୍ଚିଥିଲା।…