ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଖୁବଶୀଘ୍ର ନୂଆ ସରକାର…
ଇମ୍ଫାଲ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୁରନ୍ତ ପ୍ରଭାବରେ ମଣିପୁରରୁ ରାଷ୍ଟ୍ରପତି ଶାସନ ଉଠାଇବା ପାଇଁ ଏକ ଆଦେଶ ଜାରି କରିଛନ୍ତି।
ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଯୋଗୁଁ ଫେବୃଆରୀ ୧୩, ୨୦୨୫ରେ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ହାତରେ ଦିଆଯାଇଥିଲା। ମେ ୨୦୨୩ରେ ମଣିପୁରରେ କୁକି-ଜୋ ଏବଂ…