Latest Odisha News

BREAKING NEWS

ଫେସ୍‌ବୁକ୍‌ ମାର୍କେଟ୍ ପ୍ଲେସ୍‌ରେ ଠକେଇ: ଗ୍ରାହକଙ୍କୁ ଗାଡି ବିକିବା ନାଁରେ ୩ ଲକ୍ଷ ୮୦ ହଜାର ଟଙ୍କାର ଚୂନା

ଭୁବନେଶ୍ୱର: ଫେସବୁକ୍ ମାର୍କେଟପ୍ଲେସ୍ ଗାଡ଼ି ଠକେଇ ମାମଲାରେ ଓଡ଼ିଶା ପୋଲିସର କ୍ରାଇମ୍ ବ୍ରାଞ୍ଚ (ସିବି) ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପୁରୁଣା ଗାଡ଼ି ବିକ୍ରି ନାଁରେ ୩ ଲକ୍ଷ ୮୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଫେସ୍‌ବୁକ୍‌ ମାର୍କେଟ୍ ପ୍ଲେସ୍ ମାଧ୍ୟମରେ…

ବଢିଲା ଚାମେଲିଙ୍କ ଅଡୁଆ: ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

କେନ୍ଦ୍ରାପଡା: ତିଖିରି ସରପଞ୍ଚ ଚାମେଲିଙ୍କ ବିରୋଧରେ ଜାରି ରହିବ ଅନାସ୍ଥା। କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ। ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ। ନିର୍ବାଚନ ପ୍ରକ୍ରିୟା ଜାରି ରହିବ, ବିନା ଅନୁମତିରେ ଫଳ ଘୋଷଣା…

ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ୍ କ୍ରିକେଟର ଅଭିଷେକ ପୋରେଲ ଗିରଫ

କୋଲକାତା: ଇଣ୍ଡିଆନ୍ ପ୍ରିମିୟର୍ ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ତଥା ବେଙ୍ଗଲ୍‌ର ୱିକେଟକିପର-ବ୍ୟାଟସମ୍ୟାନ ଅଭିଷେକ ପୋରେଲଙ୍କୁ ଦୁଷ୍କର୍ମ ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହୁଗୁଳି ଜିଲ୍ଲାର ମୋଗରା ପୋଲିସ ସୋମବାର…

ସିରିୟାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଯୁଦ୍ଧ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ/ଦମସ୍କସ୍: ସିରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ପୂର୍ବତନ ରାଷ୍ଟ୍ରପତି ତଥା ପଦଚ୍ୟୁତ ଏକଛତ୍ରବାଦୀ ଶାସକ ଥିଲେ ବସର ଅଲ-ଅସାଦ। ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ ସିରିୟାର ଏକ କୋର୍ଟ। ସାନ ଭାଇ ମାହେର ଅଲ୍ ଅସାଦଙ୍କୁ…

ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୪ ମାଓବାଦୀ

ଚାଇଁବସା: ଝାଡ଼ଖଣ୍ଡର ସୁରକ୍ଷା ଇତିହାସରେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ପଶ୍ଚିମ ସିଂହଭୂମି ଜିଲ୍ଲାର କୋଲ୍ହାନ, ସାରଣ୍ଡା ଏବଂ ପୋଡାହାଟ ଜଙ୍ଗଲକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ଚାଇଁବସାରେ ପୋଲିସ ନିକଟରେ ୪ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଜଣେ…

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ! ମେଡିକାଲରେ ଉତ୍ତେଜନା

ନୟାଗଡ଼: ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମରୁ ଏକ ମର୍ମନ୍ତୁଦ ଏବଂ ଉତ୍ତେଜନାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଏବଂ ଭୁଲ୍ ଇଞ୍ଜେକସନ ପ୍ରୟୋଗ ଯୋଗୁଁ ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ମୃତ୍ୟୁ…

ମୋଡିଫାଏଡ୍ ସାଇଲେନ୍ସର ଲାଗାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ୱର: ଏଣିକି ମନଇଚ୍ଛା ଗାଡିରେ ଲଗାଇପାରିବେନି ମୋଡିଫାଏଡ୍ ସାଇଲେନ୍ସର। ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ଉପରେ ନଜର ରଖାଯିବ। ବିକଟାଳ ଶବ୍ଦ କଲେ ଗାଡ଼ି ଭିଡ଼ି ନେବ ପୋଲିସ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏକ…

ଏଣିକି ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ!

ଭୁବନେଶ୍ୱର: ଖଣି ଉପରେ କେନ୍ଦ୍ରର ପୂର୍ଣ୍ଣ ନିୟନ୍ତ୍ରଣ ରହିବ କି? ଖଣି ଓ ଖଣିଜ ସମ୍ପଦକୁ ନେଇ କେନ୍ଦ୍ର ସରକାର ଆଣିଛନ୍ତି ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ବିଲ୍‌। ସଂସଦର ମୌସୁମୀ ଅଧିବେଶନରେ, କେନ୍ଦ୍ର ସରକାର ଖଣି ଏବଂ ଖଣିଜ ସମ୍ବନ୍ଧୀୟ ନିୟମ ସଂଶୋଧନ ପାଇଁ ଏକ ବିଲ୍ ଆଗତ କରିଥିଲେ। ଯଦି ଏହା…

Netaji’s ashes: ୮୧ ବର୍ଷ ପରେ ଜାପାନରୁ ଭାରତ ଆସିବ ନେତାଜୀଙ୍କ ଅସ୍ଥି? ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଭାଷ ଚନ୍ଦ୍ର…

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଶେଷ ଭାରତ ଫେରାଇ ଆଣିବା ଦାବି ପୁଣିଥରେ ଜୋର ଧରିଛି। ଏହି ଦାବି ନେଇ ନେତାଜୀଙ୍କ ଝିଅ ଅନିତା ବୋଷ ଫାଫ୍‌ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟୋକିଓର ରେଙ୍କୋଜି ମନ୍ଦିରରେ ସଂରକ୍ଷିତ ଥିବା ନେତାଜୀଙ୍କ କଥିତ ଅସ୍ଥିକୁ ଭାରତ ଫେରାଇ…

India-China conflict: “ବଡ ଭୁଲ୍ କରିଦେଲା ଭାରତ…”, କାହିଁକି ଏମିତି କହିଲେ ଭାରତର ପୂର୍ବତନ କୂଟନୀତିଜ୍ଞ?

ନୂଆଦିଲ୍ଲୀ: “ବଡ ଭୁଲ୍ କରିଦେଲା ଭାରତ” ନୂଆ ମାନଚିତ୍ରକୁ ନେଇ ରାଗ ତମ ତମ ଚୀନ! ଅରୁଣାଚଳ ପ୍ରଦେଶକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ପୁଣି ତୀବ୍ର ହୋଇଛି। ଭାରତ ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳର ୨୭ଟି ସ୍ଥାନର ନାମ ସହ ନୂଆ ମାନଚିତ୍ର ଜାରି କରିବା ପରେ ଚୀନ୍‌ ଏହାକୁ…