ଦୁଇ ଥର ଭୋଟ ଦେବା କେତେ ଅପରାଧ ? ଏପରି କଲେ କେତେ ବର୍ଷ ହୋଇଥାଏ ଜେଲ୍….
ନୂଆଦିଲ୍ଲୀ: ପଟନାର ବାଙ୍କୀପୁରରେ ମତଦାନ ସମୟରେ ସମସ୍ତୀପୁର ସାଂସଦ ଶାମ୍ଭବୀ ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ମହଲରେ ନୂଆ ଉତ୍ତେଜନା ସୃଷ୍ଟି କରିଛି। କଂଗ୍ରେସ କହୁଛି ଯେ ଭିଡିଓରେ ତାଙ୍କ ଉଭୟ ହାତର ଆଙ୍ଗୁଳିରେ କାଳି ଚିହ୍ନ ଦେଖାଯାଉଛି, ଯାହା ଦୁଇଥର ମତ…