Latest Odisha News

BREAKING NEWS

ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ; ଆତଙ୍କବାଦୀଙ୍କ ଫଟୋ ଜାରି…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଉଛି। ଗୁଇନ୍ଦା ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ରାଜଧାନୀରେ ସମ୍ଭାବ୍ୟ ଆତଙ୍କବାଦୀ ବିପଦକୁ ନେଇ ହାଇ ଆଲର୍ଟରେ ଅଛି। ଏହାରି ମଧ୍ୟରେ ପୋଲିସ ୧୯ ଜଣ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିବା ସହ…

ଏଣିକି ଛାତ୍ରଛାତ୍ରୀ ପଢ଼ିବେ ଭଗବତ୍ ଗୀତା, ଆୟୋଜିତ ହେବ ରାଜ୍ୟସ୍ତରୀୟ ଗୀତାପାଠ ପ୍ରତିଯୋଗିତା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଏବଂ ମୂଲ୍ୟବୋଧ ବୃଦ୍ଧି ପାଇଁ ଓଡ଼ିଶାରେ ରାଜ୍ୟସ୍ତରୀୟ ଗୀତାପାଠ ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ପିଲାମାନେ ପାଠପଢ଼ା ସହିତ ନୀତିଶିକ୍ଷା ଓ ସାଂସ୍କୃତିକ ଜ୍ଞାନ ପାଇପାରିବେ। ଛାତ୍ରଛାତ୍ରୀଙ୍କ…

ଦୁର୍ନୀତି ରୋକିବାକୁ ଓ ସ୍ୱଚ୍ଛ ଶାସନ ଦିଗରେ ବଡ଼ ପଦକ୍ଷେପ: ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ। ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଥିବା ବେଳେ ଖୁବଶୀଘ୍ର ରାଜ୍ୟରେ ଲୋକାୟୁକ୍ତ ଗଠନ କରାଯିବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।…

Odisha DGP: ଓଡ଼ିଶା ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ମାମଲା, ଆଇନକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି କି…

ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତର ଅଭିଯୋଗ ଉଠିଛି। DGP ନିଯୁକ୍ତି ନେଇ ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ଓଡ଼ିଶା ସରକାର ଏଡ଼ାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ଏକ ଜନସ୍ୱାର୍ଥ…

ଦୋକାନରେ ପଶି ନେଇଗଲେ ୩୦ ଲକ୍ଷର ଅଳଙ୍କାର, CCTVରେ କଏଦ ଚୋରି ଦୃଶ୍ୟ…

ରାଉରକେଲା: ରାଉରକେଲାର ବ୍ରାହ୍ମଣୀତରଙ୍ଗ ପୋଲିସ ସୀମା ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳରେ ବିଳମ୍ବିତ ରାତିରେ ମୁଖାପିନ୍ଧା କିଛି ଚୋର ଏକ ଅଳଙ୍କାର ଦୋକାନରେ ପଶି ୩୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଏବଂ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ସମ୍ପୂର୍ଣ୍ଣ ଚୋରି ଘଟଣା ଦୋକାନର CCTV କ୍ୟାମେରାରେ…

ନୀଳାଦ୍ରି ବିହାରରେ ବୁଲିଲା ବୁଲଡୋଜର, ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ବୁଲଡୋଜର। ନୀଳାଦ୍ରି ବିହାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି। ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବେ ଏହି ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି । ନୀଳାଦ୍ରି ବିହାରରେ ଥିବା ପ୍ରାୟ ୮୯୦ଟି ଘର…

୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ, ରାସ୍ତା ମରାମତି ଦାବି ନେଇ…

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଲୋକମାନେ NH-୧୪୩ ଏବଂ ତାଳସରା-ଝାଡଖଣ୍ଡ ରାସ୍ତାର ତୁରନ୍ତ ମରାମତି ଦାବି କରି ପ୍ରତିବାଦ କରିଥିଲେ। ବୀରମିତ୍ରପୁର ବିକାଶ ମଞ୍ଚ (BBM) ବ୍ୟାନର ତଳେ ସ୍ଥାନୀୟ ଲୋକମାନେ ସକାଳରୁ…

ସରକାରଙ୍କ କଡ଼ା ଆଭିମୁଖ୍ୟ, କଲେଜରେ ସକ୍ରିୟ ହେବ ଆଣ୍ଟି-ରାଗିଂ ସ୍କ୍ୱାଡ୍

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ କ୍ୟାମ୍ପସ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ବାଧ୍ୟତାମୂଳକ ସୁରକ୍ଷା କମିଟି ଏବଂ ଆଣ୍ଟି-ରାଗିଂ ବ୍ୟବସ୍ଥା ଗଠନ କିମ୍ବା…

Independence Day 2026: ଲାଲକିଲ୍ଲାରେ ପ୍ରଥମ ଥର ଗୁଞ୍ଜରିତ ହେବ ‘ବନ୍ଦେ ମାତରମ୍’, Gen-Zଙ୍କୁ ବିଶେଷ ନିମନ୍ତ୍ରଣ

ନୂଆଦିଲ୍ଲୀ: ୨୦୨୬ ଅଗଷ୍ଟ ୧୫ରେ ଭାରତ ପାଳନ କରିବ ୮୦ତମ ସ୍ୱାଧୀନତା ଦିବସ। ଚଳିତବର୍ଷ ଦିଲ୍ଲୀର ଲାଲକିଲ୍ଲାରେ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ରହିବ। ପ୍ରଥମଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଗୁଞ୍ଜରିତ ହେବ ଦେଶର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’।…

Jharkhand Bandh: ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ରାଞ୍ଚି: ରାଞ୍ଚିରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ବିଜେପି ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି। ରାଜ୍ୟ ସଭାପତି ଆଦିତ୍ୟ ସାହୁ, ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ଏହି ବନ୍ଦ ଘୋଷଣା କରାଯାଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ୩୦୦୦ ସୁରକ୍ଷା…