Latest Odisha News

BREAKING NEWS

ସ୍କୁଲ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୫ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଜୈସଲମେରର ଧାଉଆ ଗ୍ରାମ ନିକଟରେ ଏକ ଏସଏମ ପବ୍ଲିକ୍ ସ୍କୁଲ ବସ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଛି। ଯାହା ଫଳରେ ପ୍ରାୟ ୨୫ଜଣ ପିଲା ବସ୍‌ରେ ଥିଲେ କିନ୍ତୁ ଡ୍ରାଇଭର ଠିକ୍ ସମୟ ମଧ୍ୟରେ ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବାରେ ସଫଳ ହୋଇଥିଲେ। ପୌରପାଳିକା…

Russia-India Train: ରୁଷରୁ ଭାରତ ଗଡିବ ଟ୍ରେନ୍?

ନୂଆଦିଲ୍ଲୀ: ରୁଷରୁ ଭାରତକୁ ଗଡ଼ିବ ଟ୍ରେନ! ରୁଷରୁ ଭାରତ ପର୍ଯ୍ୟନ୍ତ ଏକ ଦୀର୍ଘ ରେଳ କରିଡର ନିର୍ମାଣର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ ସିଧାସଳଖ ରେଳ ସଂଯୋଗର ସମ୍ଭାବନା ଖୋଜିବା ନେଇ ସଙ୍କେତ ଦେବା ପରେ ଏହି…

ଯାଜପୁରରେ ଗୁଳି ଫୁଟାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ୍, ନେଇଗଲେ ୪ କେଜି. ରୂପା…

ଭୁବନେଶ୍ବର: ଯାଜପୁର ସହରର ଯାଜପୁର ସଦର ଥାନା ଅନ୍ତର୍ଗତ ଶିବ ଛକରେ ଜଣେ ରୂପା ଅଳଙ୍କାର ଦୋକାନ ମାଲିକଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଦୋକାନ ଲୁଟିବା ପରେ ୪ କିଲୋରୁ ଅଧିକ ରୂପା ଅଳଙ୍କାର ନେଇ ପଳାଇ ଯାଇଥିଲେ। ତେବେ ମା ମଙ୍ଗଳା…

Independence Day: ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ ଟ୍ରାଫିକ କଟକଣା…

ଭୁବନେଶ୍ୱର: ଅଗଷ୍ଟ ୧୫ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସ ସମାରୋହରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଯଥାକ୍ରମେ କଳାହାଣ୍ଡି…

କଲମ୍ବିଆରେ ଭୟଙ୍କର ଭୂମିକମ୍ପରେ ୧୧୧ ମୃତ, ଏମରଜେନ୍ସି ଘୋଷଣା…

ବୋଗୋଟା: ପଶ୍ଚିମ କଲମ୍ବିଆରେ ଏକ ଶକ୍ତିଶାଳୀ ୭.୪ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି। ରାଷ୍ଟ୍ରପତି ଆବେଲାର୍ଡୋ ଡେ ଲା ଏସ୍ପ୍ରିଏଲା କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟରେ ଶହ ଶହ କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ଅତି କମରେ ୫୭୦ଜଣ ଆହତ ହୋଇଛନ୍ତି। ସୋମବାର…

ରାଜଧାନୀରେ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ବଙ୍ଗୀୟ ଯୁବକ ଗିରଫ

ଭୁବନେଶ୍ୱର:ଡ୍ରଗ ବିରୋଧୀ ଅଭିଯାନରେ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା। ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ ୟୁନିଟ- SCU ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି । ଏହି ମାମଲାରେ ଜଣେ ବଙ୍ଗୀୟ ଯୁବକକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦ…

ଟାଇମପାସ୍ ‘ବହିବର୍ଷା’; ଲୋକାର୍ପିତ ହେଲା ୧୩ ପୁସ୍ତକ

ଭୁବନେଶ୍ୱର: ଟାଇମପାସ ପ୍ରକାଶନ ପକ୍ଷରୁ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ପୁସ୍ତକ। ବର୍ଷଣମୁଖର ସଂଧ୍ୟାରେ ଅନୁଷ୍ଠିତ ଏହି ମାରାଥନ୍‍ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଶଙ୍ଖହୁଳହୁଳି ନାଦରେ ନଡ଼ିଆ ଭାଙ୍ଗି ଉଦ୍‍ଘାଟନ କରିଥିଲେ ଦୀର୍ଘ ଚାଳିଶ ବର୍ଷ ଧରି ହିମାଳୟ…

ନିଯୁକ୍ତି ମେଳାରେ ନୂଆ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତିରୁ ଦୂରେଇ ରୁହ, ଲୋକଙ୍କ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରବିବାର ଦିନ ରାଜଧାନୀ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ୧୬ତମ 'ନିଯୁକ୍ତି ମେଳା'ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୧,୩୨୬ ଜଣ…

ଖୁରାନିଆଙ୍କ ଅବସର ପୂର୍ବରୁ ବଡ଼ ଖବର: ଡିଜି ପାହ୍ୟାକୁ ଉନ୍ନୀତ ହେଲେ ୧୯୯୪ ବ୍ୟାଚ୍‌ର ଦୁଇ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ୧୯୯୪ ବ୍ୟାଚ୍‌ର ଦକ୍ଷ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ କୁମାର ଜେଠୱାଙ୍କୁ ଅତିରିକ୍ତ ପୋଲିସ…

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ ନୂଆ ମୋଡ଼: କ୍ରାଇମବ୍ରାଞ୍ଚକୁ ପେନ୍‌ଡ୍ରାଇଭ୍ ଦେଲେ ବାପା, ଖୋଲିବ କି ହ୍ୱାଟ୍ସଆପ୍…

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଏବଂ ନିକଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌କୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି…