Latest Odisha News

BREAKING NEWS

Weather Update: କଲବଲ କଲାଣି ଖରା, ଆହୁରି ୪ ଡିଗ୍ରୀ ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ କଲବଲ କଲାଣି ଖରା। ଦିନ ତାପମାତ୍ରା ବଢୁଛି । ଆଗକୁ ତାତି ଆହୁରି ବଢ଼ିପାରେ । ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା…

ଇରାନ ଉପରେ ଇସ୍ରାଏଲୀ ଆକ୍ରମଣ ଜାରି, ବୁଶେହର ପରମାଣୁ ପ୍ଲାଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି। ଏହି ଯୁଦ୍ଧ ବନ୍ଦ ହେବା କି ନାହିଁ ନେଇ କୌଣସି ସ୍ପଷ୍ଟ ସଙ୍କେତ ନାହିଁ, ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ନିରନ୍ତର ନୂତନ ଆକ୍ରମଣ, ବର୍ଦ୍ଧିତ ମୃତାହତ ଏବଂ ତୀବ୍ର…

ଶେଷ ହେବ କି ଯୁଦ୍ଧ? ପରମାଣୁ ଅସ୍ତ୍ର ନରଖିବାକୁ ରାଜି ହେଲା ଇରାନ

ୱାଶିଂଟନ: ଇରାନ ସହ ଯୁଦ୍ଧ ଭିତରେ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। କହିଛନ୍ତି, ଇରାନ ପରମାଣୁ ଅସ୍ତ୍ର ନ ରଖିବାକୁ ରାଜି ହୋଇଛି। ତେହେରାନ୍ ସମ୍ବେଦନଶୀଳ ଭାବରେ କଥାବାର୍ତ୍ତା କରୁଛି ଓ ଆମ ସହ ଚୁକ୍ତି କରିବାକୁ ଚାହୁଁଛି। ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି…

ଏହି ସମୟରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି, ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ

ପୁରୀ: ଆଜି ଠାରୁ ରତ୍ନଭଣ୍ଡାରର ଗଣତିମଣତି ଆରମ୍ଭ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯିବ। ଆଜି ମଧ୍ୟାହ୍ନ ୧୨ଟା ୯ ମିନିଟରୁ ୧ଟା ୪୫ ମଧ୍ୟରେ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ବ୍ୟକ୍ତି ବିଶେଷ…

ଲାଞ୍ଚ ନେବା ବେଳେ ଅଡ଼ିଟର୍‌ଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ ନେଇ ବନ୍ଧା ହେଲେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଫିସ ଅଡ଼ିଟର୍‌ ଅମ୍ବିକା ପ୍ରସାଦ ରଥ। ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କିରିଛି। ଚଢାଉ ବେଳେ ତାଙ୍କ ଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଠାବ ହୋଇଛି । କିଛିଦିନ…

ହଠାତ ଆଇପିଏଲରୁ ଓହରିଗଲେ ବେନ ଡକେଟ, ହୋଇପାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟ।।ନ ବେନ ଡକେଟ ହଠାତ ଆଇପିଏଲ ୨୦୨୬ ସଂସ୍କରଣରୁ ଓହରି ଯାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିଥିଲା । ଆନ୍ତର୍ଜାତୀୟ କ୍ରିକେଟ ପ୍ରତି ଧ୍ୟାନ ଦେବା ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ସ୍ପଷ୍ଟ କରିଛନ୍ତି । ଏହା ଏକ କଷ୍ଟକର ନିଷ୍ପତି…

ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ର ଶହେ ଦିନିଆ କ୍ୟାମ୍ପେନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ର ଶହେ ଦିନିଆ କ୍ୟାମ୍ପେନ୍‌ର ଶୁଭାରମ୍ଭ ମଧ୍ୟ ହୋଇଛି । ସୂଚନାଯୋଗ୍ୟ ଯେ,…

ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେବ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏହି ପର୍ବ ପାଳନ ସମୟରେ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ଦୃଢ଼…

Electricity Prices: ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର, କୃଷି ପାଇଁ ମିଳିବ ନୂଆ ସୁବିଧା

ଭୁବନେଶ୍ଵର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମଧ୍ୟ ବଢିବନି ବିଜୁଳି ଦର । ବିଦ୍ୟୁତ ଟାରିଫ୍ ନବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ (OERC) । ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ଶେଷ ଥର…

ଆଇପିଏଲ ୨୦୨୬ରୁ ଓହରିଲେ ବିବାଦୀୟ ୟଶ ଦୟାଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରୁ ବିବାଦୀୟ ପେସ ବୋଲର ୟଶ ଦୟାଲ ଓହରି ଯାଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଙ୍ଗଳବାର ଏହା ସ୍ପଷ୍ଟ କରିଛି । ସେ ଏଥର ଆରସିବି ପକ୍ଷରୁ ପଡିଆକୁ ଓହ୍ଲାଇବେ ନାହିଁ, ତେବେ ତାଙ୍କ କଂଟ୍ରାକ୍ଟ ବଳବତର ରହିଛି ବୋଲି ଫ୍ରାଂଚାଇଜର ପକ୍ଷରୁ ସ୍ପଷ୍ଟ କରାଯାଇଛି ।…