ଲଘୁଚାପ ଜନିତ ପ୍ରବଳ ବର୍ଷା: ଗଛ ଉପୁଡ଼ି ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାସ୍ତା ଅବରୋଧ
ରାୟଗଡ଼ା: ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ ପ୍ରଭାବରେ ରାୟଗଡ଼ା ଜିଲ୍ଲାର ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି। ଗୁରୁବାର ସକାଳେ ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ରାୟଗଡ଼ା ବ୍ଲକ ଅନ୍ତର୍ଗତ ଶେଷଖାଲ ଥାନା ନିକଟରେ ରାୟଗଡ଼ା-ବିଜୟନଗରମ୍ ମୁଖ୍ୟ ରାସ୍ତା ଉପରେ ଏକ ବିଶାଳ ଗଛ…