Latest Odisha News

BREAKING NEWS

ବିମାନ ବାତିଲ ଘଟଣାରେ ଯାତ୍ରୀଙ୍କୁ ମିଳିଛି କ୍ଷତିପୂରଣ; ସ୍ପଷ୍ଟ କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଡିସେମ୍ବର ୨୦୨୫ ପ୍ରାରମ୍ଭରେ ଇଣ୍ଡିଗୋ ଏୟାରଲାଇନ୍ସ ଉଡାଣ ନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବହୁ ସଂଖ୍ୟକ ଉଡ଼ାଣ ବାତିଲ ହୋଇଥିଲା ବେଳେ ଅନେକ ବିମାନ ଘଣ୍ଟା ଘଣ୍ଟା ଧରି ବିଳମ୍ବ ହୋଇଥିଲା। ଏହା ଡିସେମ୍ବର ୩ରୁ ୫, ୨୦୨୫ ମଧ୍ୟରେ ନିର୍ଦ୍ଧାରିତ ଅନେକ ଉଡ଼ାଣକୁ ପ୍ରଭାବିତ…

Arms Trafficking:ବିହାରରୁ ବନ୍ଧୁକ ଆଣି ରାଜଧାନୀରେ ବିକ୍ରି ପାଇଁ ଚାଲିଥିଲା ଯୋଜନା;ବନ୍ଧା ହେଲା ବେପାରୀ

ଭୁବନେଶ୍ବର:ରାଜଧାନୀରେ ବନ୍ଧୁକ କାରବାର । ଭୁବନେଶ୍ୱରରୁ ଜବତ ହୋଇଛି ୬ଟି ବନ୍ଧୁକ । ବିହାରରୁ ଅଣାଯାଇଥିଲା ବନ୍ଧୁକ। ଭୁବନେଶ୍ବରରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା କମିଶନରେଟ୍ ପୁଲିସର ସ୍ପେଶାଲ ୟୁନିଟ୍ । ଏହି ଘଟଣାରେ ଜଣେ ବନ୍ଧୁକ ବେପାରୀ ଗିରଫ ହୋଇଛି । ଜବତ ହୋଇଛି…

Arvind Mohapatra ‘s Reaction: ଦଳରୁ ବିଦା ହେବା ପରେ ବର୍ଷିଲେ ଅରବିନ୍ଦ; କହିଲେ, ‘ କିଛି ଭୁଲ୍…

ଭୁବନେଶ୍ୱର: ସମସ୍ତଙ୍କୁ ଚମକାଇ ବିଜେଡି ଗୁରୁବାର ବଡ ନିଷ୍ପତ୍ତି ଗ୍ରହଣ କରିଥିଲା। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ବିଧାୟକଙ୍କ ଠାରୁ ଆରମ୍ଭ କରି ବିଧାନସଭା କ୍ଷେତ୍ରରେ ମିଶ୍ର ରାଜନୈତିକ…

DA Case: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପୂର୍ବତନ ଏସିଏଫଙ୍କୁ ଦଣ୍ଡାଦେଶ; ୧ ଲକ୍ଷ ଜୋରିମାନା, ୩ ବର୍ଷ…

ଭୁବନେଶ୍ବର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପୁରୀର ଡିଭିଜନାଲ ଫରେଷ୍ଟ ଅଫିସର ପୂର୍ବତନ ସହକାରୀ ବନ ସଂରକ୍ଷକ (ଏସିଏଫ) ସୁରେଶ ଚନ୍ଦ୍ର ରଥ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ଭିଜିଲାନ୍ସର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ସୁରେଶ ରଥଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଏବଂ…

BMC Election Results: ମହାରାଷ୍ଟ୍ରର ଅଧିକାଂଶ ନଗର ନିଗମରେ ବିଜେପି ଆଗୁଆ, ଘୋର ସଙ୍କଟରେ ବିରୋଧୀ ଦଳ…

ମୁମ୍ବାଇ: ଆଜି ମହାରାଷ୍ଟ୍ର ନଗର ନିଗମ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ଦିନ। ସକାଳ ୧୦ ଟାରୁ ମହାରାଷ୍ଟ୍ରର ୨୯ ଟି ନଗର ନିଗମରେ ଭୋଟ ଗଣତି ଚାଲିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ବିଜେପି-ଶିବସେନା ମେଣ୍ଟ BMCରେ ଏକ ଦୃଢ଼ ନେତୃତ୍ୱ ବଜାୟ ରଖିଛି, ଯେତେବେଳେ ଉଦ୍ଧବ ଠାକରେଙ୍କ…

Dog Viral Video Bijnor: ନଖାଇ ନପିଇ ଭଗବାନଙ୍କ ପରିକ୍ରମା କରୁଛି କୁକୁର, ପୂଜିଲେ ଲୋକେ…ଭାଇରାଲ ହେଉଛି…

ବିଜନୌର: ଉତ୍ତରପ୍ରଦେଶର ଏକ ମନ୍ଦିରରେ ଏକ କୁକୁର ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କୁକୁରଟି କିଛି ଦିନ ଧରି ବିନା ଖାଦ୍ୟପେୟରେ ଭଗବାନ ହନୁମାନ ଏବଂ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପରିକ୍ରମା କରୁଛି। ଡାକ୍ତରମାନେ ଏହାକୁ ମସ୍ତିଷ୍କ ଆଘାତ ବୋଲି କହୁଛନ୍ତି। ଏହି ସମୟରେ, ଭକ୍ତମାନେ…

ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ପଥର ପଡି ୨ ଶ୍ରମିକ ମୃତ

ମାଲକାନଗିରି: ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ଅଘଟଣ ଘଟି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵରେ ଥିବା ପଥର କୁଆଁରୀ ପାହାଡ଼ରେ ଖାଦାନ ଚାଲିଥିବା ବେଳେ ପଥର ଅତଡ଼ା ଖସି ପଡିବାରୁ ଏହି ଅଘଟଣ ଘଟିଥିଲା । ମୃତକ ହେଲେ ମାଲକାନଗିରି…

Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜାନୁଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ସଂଗୀତ ଉତ୍ସବ ଆୟୋଜିତ ହେବ। ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରହିଥିବା ମୁକ୍ତାକାଶ ରଙ୍ଗମଞ୍ଚରେ

ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…

ନୂଆଦିଲ୍ଲୀ: ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଦଳ ଏହାର ଜାତୀୟ ସଭାପତି ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛି। ଜାନୁଆରୀ ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତିଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ। ବିଜେପି…

ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଶୁକ୍ରବାର ଦିନ ବିଜେଡି ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ନିଲମ୍ବିତ କରିଛି। ତେବେ ଏହା ପୂର୍ବରୁ ଦୁଇ ବିଧାୟକ ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ…