Latest Odisha News

BREAKING NEWS

ଝାଡ଼ଖଣ୍ଡ ପେପର୍ ଲିକ୍ ମାମଲାରେ ED ର ଏଣ୍ଟ୍ରି, CIDର FIR ପରେ ତଦନ୍ତ ଆରମ୍ଭ

ରାଞ୍ଚି: ଝାଡ଼ଖଣ୍ଡରେ JPSC ଏବଂ JSSC ପରୀକ୍ଷା ଦୁର୍ନୀତି ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୟାପକ ଆନ୍ଦୋଳନ ଜାରି ରହିଛି। ଏହି ନିଯୁକ୍ତି ପରୀକ୍ଷାରେ ଅନିୟମିତତାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)…

ଗରମ ରୁଟି ପାଇଁ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଗରମ ରୁଟି ପରିବେଷଣକୁ ନେଇ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ କିଛି ବ୍ୟକ୍ତି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ଦିନ ସମ୍ ହସ୍ପିଟାଲ ଗେଟ୍ ନମ୍ବର ୫ ନିକଟସ୍ଥ ଏକ ହୋଟେଲରେ ଏହି ଘଟଣା ଘଟିଥିଲା।…

ନାଳରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ

ଅନୁଗୋଳ: ଶ୍ରାବଣ ସୋମବାରରେ ଅଘଟଣ। ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡ଼ିଆ। ଜଣେ ନିଖୋଜ, ଜଣେ ଉଦ୍ଧାର ହୋଇଛନ୍ତି। ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ଏହି ଅଘଟଣ ହୋଇଛି। ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ…

ମୋଜତାବା ଖାମେନିଙ୍କ ମୃତ୍ୟୁକୁ ନେଇ ଇରାନ ଦେଲା କଡ଼ା ଜବାବ, ଜାରି କଲା ଭିଡିଓ..

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଇସ୍ରାଏଲୀ ଗଣମାଧ୍ୟମରେ ପ୍ରସାରିତ ଗୁଜବ ମଧ୍ୟରେ ତେହେରାନ ଏକ ଭିଡିଓ ଜାରି କରିଛି। ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ମେହର ନ୍ୟୁଜ୍ ଉକ୍ତ ଭିଡିଓଟିକୁ ଜାରି କରିଛି। ଭିଡିଓ ରେକର୍ଡିଂର…

‘ସାଇଲେଣ୍ଟ କିଲର’ ସାଜିଛି ହେପାଟାଇଟିସ୍ ବି ଏବଂ ସି: ବିନା ଲକ୍ଷଣରେ ନଷ୍ଟ କରୁଛି ଲିଭର

ମୁମ୍ବାଇ: ଆଜିକାଲି ହେପାଟାଇଟିସ୍ 'ବି' (B) ଏବଂ 'ସି' (C) ମାନବ ଶରୀର ପାଇଁ 'ସାଇଲେଣ୍ଟ କିଲର' ବା ନୀରବ ଘାତକ ପାଲଟିଛି। ସାଧାରଣତଃ ଲିଭରର କୌଣସି ଗମ୍ଭୀର ରୋଗ ହେଲେ ଜଣ୍ଡିସ୍ କିମ୍ବା ପ୍ରବଳ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯିବ ବୋଲି ଲୋକେ ଭାବିଥାନ୍ତି । କିନ୍ତୁ ହେପାଟାଇଟିସ୍ କ୍ଷେତ୍ରରେ…

Hit And Run: ଭୁବନେଶ୍ୱରରେ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ 

ଭୁବନେଶ୍ୱର: ଭୁବନେଶ୍ୱରର ଆଇଗିଣୀଆ ଫ୍ଲାଏଓଭରରେ ସୋମବାର ଦିନ ଏକ ଦ୍ରୁତଗାମୀ ବସ୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ମାନେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ପଳାଇଯାଇଥିବା ଯାତ୍ରୀବାହୀ ଗାଡ଼ିଟିକୁ OSRTC ର ବସ୍ ବୋଲି କହିଛନ୍ତି।…

ଶ୍ରୀକୃଷ୍ଣଙ୍କ ଆଦେଶରେ ଅର୍ଜୁନ ସ୍ଥାପନ କରିଥିଲେ ଶିବଲିଙ୍ଗ! ଜାଣନ୍ତୁ ୧୦ମ ଶତାବ୍ଦୀର କେଦାରେଶ୍ୱର ଧାମର ରହସ୍ୟ

ଝାନ୍ସି: ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ କେବଳ ଏହାର ବୀରତ୍ୱ ନୁହେଁ, ବରଂ ନିଜ ମଧ୍ୟରେ ଅନେକ ଐତିହାସିକ, ଆଧ୍ୟାତ୍ମିକ ତଥା ରହସ୍ୟମୟ କାହାଣୀ ସାଇତି ରଖିଛି। ଏଭଳି ଏକ ଅଦ୍ଭୁତ ପୀଠ ହେଉଛି ଝାନ୍ସି ଜିଲ୍ଲାର ମାଉରାନିପୁର ନିକଟସ୍ଥ ପ୍ରାଚୀନ କେଦାରେଶ୍ୱର ମନ୍ଦିର । ଶ୍ରାବଣ ମାସ…

ଆସାମ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଲାଘାଟ ଏବଂ କାର୍ବି…

ହର୍ମୁଜ ଖୋଲିଲେ ଯୁଦ୍ଧ ବନ୍ଦ କରିବ ଆମେରିକା!

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦିଓ ଇରାନ ସ୍ପଷ୍ଟ କରିଛି ଯେ ଏକ ଚୁକ୍ତି ସତ୍ତ୍ୱେ ଆମେରିକା ଏହାର ପ୍ରମୁଖ ସର୍ତ୍ତଗୁଡ଼ିକୁ ଗ୍ରହଣ କଲେ ହିଁ ହର୍ମୁଜ ଦେଇ ସାଧାରଣ ଜାହାଜ ଚଳାଚଳ ପୁଣି ଆରମ୍ଭ ହେବ।…

ଭୟଙ୍କର ବାତ୍ୟା ମୁହାଁଉଛି ଚୀନ୍ ଆଡ଼କୁ: ଜାରି ହେଲା ସର୍ବୋଚ୍ଚ ସତର୍କତା, ସୁରକ୍ଷିତ ସ୍ଥାନକୁ ଗଲେ ଲକ୍ଷ ଲକ୍ଷ ଲୋକ

ବେଜିଂ: ପୂର୍ବ ଚୀନ୍‌ରେ ଭୟଙ୍କର ଘୂର୍ଣ୍ଣିବଳୟ ତଥା ବାତ୍ୟା 'ଡଲଫିନ୍' ନିଜର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ଏହାର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ଚୀନ୍ ସରକାର ଦେଶରେ ସର୍ବୋଚ୍ଚ ପାଣିପାଗ ସତର୍କତା ଜାରି କରିଛନ୍ତି। ବିଶେଷକରି ଝେଜିଆଙ୍ଗ ଏବଂ…