Latest Odisha News

BREAKING NEWS

Electricity Prices: ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର, କୃଷି ପାଇଁ ମିଳିବ ନୂଆ ସୁବିଧା

ଭୁବନେଶ୍ଵର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମଧ୍ୟ ବଢିବନି ବିଜୁଳି ଦର । ବିଦ୍ୟୁତ ଟାରିଫ୍ ନବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ (OERC) । ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ଶେଷ ଥର…

ଆଇପିଏଲ ୨୦୨୬ରୁ ଓହରିଲେ ବିବାଦୀୟ ୟଶ ଦୟାଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରୁ ବିବାଦୀୟ ପେସ ବୋଲର ୟଶ ଦୟାଲ ଓହରି ଯାଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଙ୍ଗଳବାର ଏହା ସ୍ପଷ୍ଟ କରିଛି । ସେ ଏଥର ଆରସିବି ପକ୍ଷରୁ ପଡିଆକୁ ଓହ୍ଲାଇବେ ନାହିଁ, ତେବେ ତାଙ୍କ କଂଟ୍ରାକ୍ଟ ବଳବତର ରହିଛି ବୋଲି ଫ୍ରାଂଚାଇଜର ପକ୍ଷରୁ ସ୍ପଷ୍ଟ କରାଯାଇଛି ।…

ଗଭୀର ସମୁଦ୍ରରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ

ଧାମରା: ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଧାମରା ମେରାଇନ, ଧାମରା ଥାନା, କସିଆ ମେରାଇନ ଏବଂ ଚୁଡାମଣୀ ମେରାଇନ ଥାନା ପକ୍ଷରୁ ଏହି ସୁରକ୍ଷାଭ୍ୟାସ ଆଜି ଆରମ୍ଭ ହୋଇଛି । ଧାମରା ମାଛଧରା ଜେଟୀ, ଧାମରା ବନ୍ଦର, କାଳିନାଳୀ ଜେଟୀ, କସିଆ ମାଛଧର ଜେଟୀ ଚୁଡାମଣୀ ଜେଟୀ ଏବଂ ଚୁଡାମଣୀ ଘାଟ ଠାରେ…

ବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ବିଚାରପତି ବୌଦ୍ଧ ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାରେ ଶିଶୁ ଯୌନ ନିର୍ଯାତନ ସୁରକ୍ଷା (POCSO) ଆଇନର ଦଫା ୧୦ ଏବଂ ଭାରତୀୟ…

ଆଇପିଏଲ ୨୦୨୬: କେଉଁ ଦଳ ଚାମ୍ପିୟନ ହେବ ଭବିଷ୍ୟବାଣୀ କଲା ଏଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନରାଇଜର୍ସ ଡାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଆର୍ଟିଫିସିଆଲ ଇଂଟେଲଜେନ୍ସର କେତେକ ଟୁଲ କିଏ ଚାମ୍ପିୟନ ହେବ ସେ ନେଇ ଭବିଷ୍ୟବାଣୀ…

ଟ୍ରକରୁ ଡେଇଁଲେ, ୧୭ କିଲୋମିଟର ଚାଲି ମାଲିକ ପାଖରେ ପହଞ୍ଚିଲେ

ନୂଆଦିଲ୍ଲୀ: ଚୋରି ହୋଇଥିବା ୭ କୁକୁରଙ୍କ ଦୁଃସାହସିକ ଯାତ୍ରା ! ଚଳନ୍ତା ଟ୍ରକରୁ ଡେଇଁ ବଞ୍ଚାଇଲେ ଜୀବନ । ୧୭ କିଲୋମିଟର ଚାଲି ଚାଲି ପହଞ୍ଚିଲେ ନିଜ ମାଲିକଙ୍କ ପାଖରେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘କୁକୁର ଗ୍ୟାଙ୍ଗ’ର ଭିଡିଓ। କୁହାଯାଏ କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ,…

ମହିଳାଙ୍କୁ ସଂରକ୍ଷଣ ସରକାରଙ୍କ ବଡ଼ ଯୋଜନା

ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନରେ ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସରକାର ଏକ ବଡ଼ ସମ୍ବିଧାନ ସଂଶୋଧନ ବିଧେୟକ ଆଣିବାକୁ ପ୍ରସ୍ତୁତି କରୁଛନ୍ତି । ଏହି ବିଲ୍ ପାସ୍…

ଓଡିଶାରେ ଜଳ ପରିଚାଳନାରେ ନୂତନ ଅଧ୍ୟାୟ: ଜଳ ଜୀବନ ମିଶନ ୨.୦ ପାଇଁ ଏମଓୟୁ ସ୍ବାକ୍ଷର

ଭୁବନେଶ୍ୱର: ଓଡିଶାରେ ଜଳ ଜୀବନ ମିଶନ ୨.୦ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି । ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ…

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ତଥା ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଚଳିତ ଆର୍ଥିକ ବର୍ଷ ପାଇଁ 'ପ୍ରଡକ୍ସନ ଗିଫ୍ଟ' ବା ଉତ୍ପାଦନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ…

ଚୂଡାନ୍ତ ହେଲା ରାଜସ୍ଥାନ ରୟାଲ୍ସର ବିକ୍ରି

ଜୟପୁର: ଆଇପିଏଲ ୨୦୨୬ ପୂର୍ବରୁ ଏକ ବଡ ଖବର ସମ୍ମୁଖକୁ ଆସିଛି । ଆଇପିଏଲର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିବା ରାଜସ୍ଥାନ ରୟାଲ୍ସ ବିକ୍ରି ହୋଇଛି । ଏହାକୁ ନୂଆ ମାଲିକ ମିଳିଛି । ରିପୋର୍ଟ ମୁତାବକ ୧.୫୩ ଲକ୍ଷ କୋଟି ଟଙ୍କାରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଆମେରିକାର ବ୍ୟବସାୟୀ ତଥା…