ପ୍ରବଳ ବର୍ଷା ପାଇଁ ଆହୁରି ବଢ଼ିପାରେ ସ୍କୁଲ ଛୁଟି: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଗଭୀର ଅବପାତ ଯୋଗୁଁ ଲାଗିରହିଛି ବର୍ଷା। ରାଜ୍ୟରେ ଯଦି ବର୍ଷା ଜାରି ରହେ ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ସ୍କୁଲ ବନ୍ଦ ଅବଧି ବୃଦ୍ଧି କରିପାରନ୍ତି।
ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ…