Latest Odisha News

BREAKING NEWS

ଡାଉନ୍ ହେଲା ଆରଆଇ ପରୀକ୍ଷା ସର୍ଭର, ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଡାଉନ୍ ହେଲା ଆରଆଇ ପରୀକ୍ଷା ସର୍ଭର। ଆରଆଇ ପରୀକ୍ଷାରେ ସର୍ଭର ଡାଉନ୍ ହେବାର ଅଭିଯୋଗ ଆସିଛି। ସର୍ଭର ଡାଉନ୍ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ। ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, କିନ୍ତୁ ଛାତ୍ରଛାତ୍ରୀ ୮.୪୫ରେ ଭିତରକୁ ଗଲେ। ରାଜ୍ୟର ବିଭିନ୍ନ…

Bihar Polls: ଭୋଟ ଦେଉଛି ବିହାର, ପ୍ରଥମ ପର୍ଯ୍ୟାୟରେ ଜାଣନ୍ତୁ କାହା କାହା ଭାଗ୍ୟ ବାଜିରେ…

ପାଟନା: ବିହାର ବିଧାନସଭାର ୨୪୩ ଆସନ ମଧ୍ୟରୁ ୧୨୧ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩.୭୫ କୋଟି ଭୋଟର ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ଆରଜେଡି ନେତା ତେଜସ୍ୱୀ…

Bihar Assembly Elections: ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେଉଛି ବିହାର

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଭୋଟ ଦେଉଛି ବିହାର। ୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେଉଛନ୍ତି ଜନତା। ପ୍ରଥମ ପର୍ଯ୍ୟାୟରେ ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଏବଂ ଲକ୍ଷ୍ମୀସରାଇ ସମେତ ୧୮ଟି ଜିଲ୍ଲାର ୧୨୧ ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ…

ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ; ସରକାରୀ ଅନୁଦାନକୁ ୧୦ କୋଟି ଟଙ୍କାକୁ ବୃଦ୍ଧି 

ଭୁବନେଶ୍ବର: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି। କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ…

ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, କଳ୍ପନା ଢୋଲକିଆଙ୍କୁ ଜବାବ ମାଗିଲା ବିଜେଡି… 

ନୂଆପଡ଼ା: ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ମାନନ୍ତି । ଏପରି ଜଣେ ବ୍ୟକ୍ତିଙ୍କ ପ୍ରତି କେହି ମିଛରେ ବି ଲାଞ୍ଛନା ଦେଇପାରନ୍ତି ନାହିଁ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଯେପରି ଭାବେ ମିଥ୍ୟା ଆକ୍ଷେପ କରୁଛନ୍ତି…

ଘରୋଇ ହସ୍ପିଟାଲରେ ନର୍ସଙ୍କୁ ଅସଦାଚରଣ, ମେଡିକାଲ୍ ଆସିଷ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ…

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଗତ ୧୦ ମାସ ଧରି କାର୍ଯ୍ୟ କରି ଆସୁଥିବା ଜଣେ ଷ୍ଟାଫ୍ ନର୍ସ, ମେଡିକାଲ୍ ଆସିଷ୍ଟାଣ୍ଟ ଏବଂ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର୍ ଥାନାରେ ଏକ…

ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା, ସାତ ଜଣଙ୍କ ମୃତ୍ୟୁ, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କେନିଆରେ ହୋଇଥିବା ବିମାନ ଦୁର୍ଘଟଣାକୁ ସପ୍ତାହେ ନପୁରୁଣୁ ଆଉ ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ, ଆମେରିକାର କଣ୍ଟୁକିରେ ଏକ କାର୍ଗୋ (ପଣ୍ୟବାହି) ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଆମେରିକାର ସଂଘିୟ ବିମାନ ପ୍ରଶାସନ (FAA)ର ସୂଚନା ମୁତାବକ, ଉକ୍ତ…

ବଡ଼ ନିର୍ବାଚନୀ ହିଂସା; ସେନାର କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନିର୍ବାଚନୀ ହିଂସାରେ ଜଳୁଛି ପୁରା ସହର। ଗାଁଠୁ ସହର ସବୁଠି ହାହାକାର। ଗତ ସପ୍ତାହରେ ହୋଇଥିବା ନିର୍ବାଚନ ପରେ ଆଫ୍ରୀକିୟ ଦେଶ ତାଞ୍ଜାନିଆରେ ବୁଧବାର ପରିସ୍ଥିତି ବିଗିଡିବାରେ ଲାଗିଛି। ସମ୍ପ୍ରତ୍ତି ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ଅଟକାଇବା ପାଇଁ ସ୍ଥାନୀୟ ସୁରକ୍ଷାବଳର…

ନିର୍ବାଚନରେ ସମାନ ଆସନ ମିଳିଲେ କେଉଁ ଦଳ ଗଢେ ସରକାର, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଅନେକ ଥର ନିର୍ବାଚନ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଯାଏ ଯେତେବେଳେ ଦୁଇ ବଡ଼ ରାଜନୈତିକ ଦଳକୁ ସମାନ-ସମାନ ଆସନ ମିଳିଯାଏ। ଅର୍ଥାତ୍ କାହାକୁ ବହୁମତ ମିଳେନି, କେହି ସ୍ପଷ୍ଟ ଭାବେ ସରକାର ଗଠନର ସ୍ଥିତିରେ ନାଥାନ୍ତି। ଏପରି ପରିସ୍ଥିତିକୁ ହ୍ୟାଙ୍ଗ ଆସେମ୍ବଲି ବା ଝୁଲା ସରକରା…

ବିଶ୍ୱର ସବୁଠାରୁ ୫ ଧନୀ ମହିଳା କ୍ରିକେଟର କିଏ? ଭାରତର ତିନି ଜଣ….

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ଏବେ କେବଳ ମୈଦାନରେ ରନ୍ ଓ ୱିକେଟ୍ ପର୍ଯ୍ୟନ୍ତ ସୀମିତ ରହିନାହିଁ। ଗ୍ଲାମର୍ ଓ ରୋଜଗାର କ୍ଷେତ୍ରରେ ମଧ୍ୟ ଏହି ଖେଳ ନୂଆ ଉଚ୍ଚତା ଛୁଇଁଛି। ଆଜି ମହିଳା କ୍ରିକେଟରମାନେ ମଧ୍ୟ କୋଟି କୋଟି ଟଙ୍କାରେ ଖେଳୁଛନ୍ତି, ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆରମ୍ଭ କରି ଲିଗ୍…