ନକଲି ପନିର ବିକିଲେ ବ୍ୟବସାୟୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଆସିଲାଣି ପାର୍ବଣ ଋତୁ। ମିଠା ବଜାରର ଚାହିଦା ମଧ୍ୟ ବଢିଛ, କିନ୍ତୁ ଏହି ସମୟରେ ବଜାରରେ ବିକ୍ରି ହେଉଛି ନକଲି ପନିର ଓ ଛେନା। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାଖୀ ପୂର୍ଣ୍ଣିମା ପୂର୍ବରୁ…