ବିବାଦୀୟ ଏଫସିଆରଏ ବିଲକୁ ବିରୋଧ ପାଇଁ କଂଗ୍ରେସର ବଡ଼ ରଣନୀତି, ଜାରି ହେଲା ହୁଇପ୍
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟରେ ବିରୋଧୀ ଦଳ କଂଗ୍ରେସ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ପ୍ରସ୍ତୁତି କରିଛି। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ସମସ୍ତ ଲୋକସଭା ସାଂସଦଙ୍କ ପାଇଁ ଏକ ତ୍ରି…