Latest Odisha News

BREAKING NEWS

କାର-ଭ୍ୟାନ ଧକ୍କା; ଫରେଷ୍ଟର ମୃତ, ୨ ଅଧିକାରୀ ଆହତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବୁଧବାର ଏକ ଦ୍ରୁତଗାମୀ ପିକ୍-ଅପ୍ ଭ୍ୟାନ ସହିତ ଏକ କାର ଧକ୍କା ହେବା ଫଳରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିବା ସହ ଦୁଇ ଜଣ ବନ ଅଧିକାରୀ ଆହତ ହୋଇଛନ୍ତି। ମୃତକଙ୍କ ନାମ ଗୁପ୍ତ ପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି। ସେ ନବରଙ୍ଗପୁରର ଝରିଗାଁ ରେଞ୍ଜର…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଫେରିଲେ ପନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଟେଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଘୋଷିତ ଦଳରେ ଷ୍ଟାର ୱିକେଟକିପର ରିଷଭ ପନ୍ତ ଫେରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଟିମଠାରୁ ଦୂରେଇ ରହିଥିଲେ । ତାଙ୍କୁ…

ଦେବୀ ରଥଙ୍କ ମୃତ୍ୟୁ ପାଇଁ ଡିଜେ ଦାୟୀ; କାହିଁକି ଏଭଳି କହିଲେ ପୁଅ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ବୁଧବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ଆଉ ଏବେ ତାଙ୍କ ମୃତ୍ୟୁ ପାଇଁ ଡିଜେ ସଂଗୀତକୁ ଦାୟୀ କରିଛନ୍ତି ପରିବାର। ଏନେଇ ତାଙ୍କ ପୁଅ କହିଛନ୍ତି ଯେ, ଗତକାଲି ପାରାଦ୍ୱୀପ ଗଡରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା…

ପୂଜା କରିବାକୁ ଯାଇ ଗୁମ୍ଫାରେ ଫସିଲେ ମହିଳା, ୬ ଘଣ୍ଟା ପରେ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅଧୀନସ୍ଥ ମାରାଙ୍ଗାବାହାଲ ଗ୍ରାମର ସୁଜାତା ମେହେର ନାମକ ଜଣେ ମହିଳା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା ପାଇଁ ଡୁମୁରି ପାହାଡ଼କୁ ଯାଇଥିଲେ। ତେବେ ପାହାଡ଼ ଉପରେ ଥିବା ଏକ ପ୍ରାଚୀନ ସୁଡ଼ଙ୍ଗ ଦେଇ ଯାଉଥିବା ସମୟରେ ଏକ ବଡ଼ ପଥର ଏବଂ ଗଛର…

Operation Chhatru: ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ପ୍ରବଳ ଗୁଳିବିନିମୟ ; ୨-୩ ଆତଙ୍କୀ ଲୁଚି…

ଶ୍ରୀନଗର: ଆଜି ସକାଳେ କିସ୍ତୱାର ଜିଲ୍ଲାର ଚଟରୁ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ଏବଂ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି। ଅଧିକାରୀମାନେ କହିଛନ୍ତି ଯେ, ପ୍ରାପ୍ତ ସୂଚନା ଅନୁଯାୟୀ, ଜଙ୍ଗଲରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି…

ମହାବତାର ଫିଲ୍ମ ପାଇଁ ନନଭେଜ, ମଦ ଛାଡିଲେ ଏହି କଳାକାର

ମୁମ୍ବାଇ: ଛାବା ଫିଲ୍ମ ବ୍ଲକବଷ୍ଟର ହେବା ପରେ ଭିକ୍କି କୌଶଲଙ୍କ ଚାହିଦା ବଢ଼ିଛି । ଏଥିରେ ଭିକ୍କିଙ୍କ ପ୍ରଦର୍ଶନଙ୍କୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏବେ ସେ ତାଙ୍କର ଆଗାମୀ ଫିଲ୍ମ ମହାବତାର ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହାବତାର ସେ ଭଗବାନ ପର୍ଶୁରାମଙ୍କ ଭୂମିକା କରିବେ ।…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ହେବ ଏହି ଷ୍ଟାର ଖେଳାଳିଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତୀୟ କ୍ରିକେଟ ଟିମ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ନଭେମ୍ବର ୧୪ରୁ ଏହି ୨ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ଆଘାତପ୍ରାପ୍ତ ଷ୍ଟାର ଖେଳାଳି ରିଷଭ ପନ୍ତ ଏହି ସିରିଜରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି ।…

ଆଶେସ ସିରିଜ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଦଳ

ପର୍ଥ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୧ରୁ ଆଶେସ କ୍ରିକେଟ ସିରିଜ ଆରମ୍ଭ ହେବ । ଷ୍ଟିଭ ସ୍ମିଥଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ ପାଇଁ ୧୫ ଜଣିଆ ଦଳର ଘୋଷଣା କରାଯାଇଛି । ନଭେମ୍ବର ୨୧ରୁ ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହା ପରେ ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ ଓ ସିଡନୀରେ…

ସ୍ତ୍ରୀ ସହ ଶାଶୂ ଓ ଶ୍ୱଶୁରଙ୍କୁ ଛୁରୀରେ ଆକ୍ରମଣ କଲା ଜ୍ବାଇଁ…

କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଶିଶୁଆ ଗ୍ରାମରେ ବୁଧବାର ଦିନ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛୁରୀରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କ ବାପାମାଆ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ବାପା ଘରେ ଥିବା ବେଳେ ତାଙ୍କ ସହିତ ଫେରିବାକୁ…

Dark Patterns: ଅନଲାଇନରେ କିଣାକିଣି କରୁଥିଲେ ଏବେ ହୋଇଯାଆନ୍ତୁ ସାବଧାନ୍!, ଚେତାବନୀ ଜାରି କଲେ ସରକାର…

ନୂଆଦିଲ୍ଲୀ: ବର୍ତ୍ତମାନ ଘରେ ବସି ଅନଲାଉନ ସପିଙ୍ଗ୍ କରିବା ଏକ ସଉକ୍ । ସାରା ବିଶ୍ୱର ଲୋକମାନେ ଅନଲାଇନରେ କିଣାକିଣି କରନ୍ତି। ସେମାନେ ଘରୋଇ କିଣାକିଣି ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍ ଏବଂ ଟେଲିଭିଜନ ପର୍ଯ୍ୟନ୍ତ ପ୍ରାୟ ସବୁକିଛି ଅନଲାଇନରେ ଅର୍ଡର କରନ୍ତି। କିନ୍ତୁ ଗୋଟିଏ…