ଟି୨୦ କ୍ରିକେଟରେ ଇତିହାସ ରଚିଲେ ବଟଲର : ଭାଙ୍ଗିଲେ ପୋଲାର୍ଡଙ୍କ ରେକର୍ଡ
ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋସ୍ ବଟଲର୍ ଟି୨୦ କ୍ରିକେଟ ଇତିହାସରେ ସବାଧିକ ରନ୍ ହାସଲକାରୀ ବ୍ୟାଟର ହୋଇଛନ୍ତି । ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରୋନ୍ ପୋଲାର୍ଡଙ୍କ ଦୀର୍ଘଦିନର ରେକର୍ଡକୁ ଭାଙ୍ଗି ସେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବଟଲର୍ ଏପର୍ଯ୍ୟନ୍ତ ୫୨୨ ଟି୨୦…